pratilipi-logo ପ୍ରତିଲିପି
ଓଡିଆ

କାଲିଠୁ ନାଗିଛି ଝଡି ଲୋ ବଉଳ......

29
4.6

ପଲ୍ଲୀଗୀତ --------------- କାଲିଠୁଁ ନାଗିଚି ଝଡି ଲୋ ବଉଳ, କାଲିଠୁ ନାଗିଚି ଝଡି, ଗଦେଇ ଗୁଡିଆ ମାଇପ ଭାଜିଚି ଉସୁମୁ ଉସୁମୁ ମୁଢି। ଚଣା ଦି'ପୋସ ଦେଇଲୋ ବଉଳ , ଚଣା ଦି'ପୋସ ଦେଇ, ନଟ ବା' କହିଲା "ବତୁରେଇ ଥା ପକଡି ଛାଣିବା ପାଇଁ।" ...