pratilipi-logo ପ୍ରତିଲିପି
ଓଡିଆ

ନାଁ ଟି ତାର ସଂପୂର୍ଣ୍ଣା... ନାମକରଣ ସମୟରେ ଗାଁ ପଣ୍ଡିତେ କନ୍ୟା ରତ୍ନ ର ନାମ ସ ଅକ୍ଷରରେ ସୁଝିଛି କହି ସଂପୂର୍ଣ୍ଣା ରଖିଥିଲେ.. କହନ୍ତି ପରା ନାଁ ଅନୁଯାୟୀ ମଣିଷ ର ଚରିତ୍ର ଓ ଆଚରଣ. କାଳିଆ କୃପାରୁ ଝିଅଟି ସର୍ବଗୁଣ ଅଳଂକୃତା... ...