pratilipi-logo ପ୍ରତିଲିପି
ଓଡିଆ

କାହାଣୀ ସେଇ କରୋନା ଯୋଦ୍ଧା ର...♈️

4.7
81

ଏମିତି ବି ଏକ କାହାଣୀ ଥାଏ ନା ସେ କାହାଣୀ ଟେର ନା ସମାଜ ପାଇପାରେ ନା ସରକାର l ଅଦିନିଆ ଝଡ଼ ରେ ଲିଭି ଯାଇ ଜୀବନ ଦୀପ l ସମୟ ର କରାଳ ସ୍ରୋତ ରେ ଭାସି ଯାଏ ଭାବନା ର  କୁଟା ଖିଅ ସବୁ l ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
Jyotsnamayee pandia

ସୁନ୍ଦର ଚେତନା ଟେ ଆଉ କେତେ ଋଷି ଯାଇଥିବା ସୁନ୍ଦର ଶବ୍ଦ କୁ ବୁଝେଇ ମୋ ମନ ର ସlଦା କାଗଜ ରେ ଏକ ସୁନ୍ଦର ରୂପ ରେଖ ଦେବାର ପ୍ରୟାସ ମାତ୍ର... ନୁହେଁ ମୁଁ କବି କି ନୁହଁ ମୁଁ ଲେଖକ... ମୁଁ ଏକ ସାଧାରଣ ମଣିଷ ର ପଦ ବାଚ୍ୟ lଏକ ପରିଚୟ ହିନ ଦିଗ ହରା ପଥିକ ମୁଁ ସେଥିପାଇଁ ଲୋଡ଼ା ନାହିଁ ମୋର ସେ କବିତ୍ୱ ର ଶ୍ରେୟତା... କି ଲୋଡ଼ା ନାହିଁ ସେ କବିତ୍ୱ ର ଉପହାର... ମୋ ପାଠକ ଙ୍କ ଖୁସି ମୋ ପାଇଁ ବୋଧେ ଏକ ମୂଲ୍ୟବାନ ଉପହାର... ଯାହା ଏ ଅକିଞ୍ଚନl କୁ ସର୍ବଦା......... 🙏🙏ଜ୍ୟୋତ୍ସ୍ନା ମୟୀ ପାଣ୍ଡିଆ /(ପଣ୍ଡା ) .. ସମ୍ବଲପୁର.. କେବେ ମୁଁ ନିଜକୁ କବୀ କି ଗାଳ୍ପିକା ଭାବେନି କାରଣ ସାହିତ୍ୟ ର ଅଗାଧ ସମୁଦ୍ର ରୁ ମୁଁ କାଣିଚାଏ ବାଲି ଆହରଣ କରିଛି l ଜୀବନ ର ଅଙ୍କାବଙ୍କା ପଥ ରେ ଚାଲିବାବେଳେ ଅନେକ ବ୍ୟକତ୍ୱ ଙ୍କ ସଂସ୍ପର୍ଶ ରେ ଆସିଛି.... କିଏ ଅପମାନ ଦେଇଛି କିଏ ନିନ୍ଦା କରିଛି ତ କିଏ ପ୍ରଶଂସା କରିଛି l ଏଇ ସବୁ ସ୍ମୃତି ଆଉ ଅନୁଭୂତି କୁ ନିଜ କଲମ ମୁନ ରେ ଉତାରି ବାର ପ୍ରୟାସ ମାତ୍ର l ବହୁତ ଛୋଟ ବେଳୁ ବାପା ଚାଲିଗଲେ ହେଲେ ଦେଇଗଲେ ତାଙ୍କର ସୃଜନୀ ରୁ ଧାରେ l ମୁଁ ତାଙ୍କ ଭଳି କେବେ ଲେଖି ପାରିବିନି ହେଲେ ତାଙ୍କ ପ୍ରେରଣା ଆଜି ମୋ କଲମ ରେ କିଛି ଲେଖିବା ପାଇଁ ଖୁରାକ ଯୋଗାଇ ଦେଇଛି l କିଛି ଋଷି ହଜି ଯାଇଥିବା ଶବ୍ଦ କୁ ବୁଝେଇ ମୋ ମନ ର ସଦା କାଗଜ ରେ ସୁନ୍ଦର ରୂପ ଟେ ଦେବାର ପ୍ରୟାସ ମାତ୍ର... ନୁହେଁ ମୁଁ କବୀ କି ନୁହେଁ ମୁଁ ଲେଖିକା l ରୁଦ୍ଧ ମନ ର ଅକୁହା ବେଦନା, କିଛି ସ୍ମୃତି, କିଛି ବାସ୍ତବତା ଆଉ କିଛି କଳ୍ପନା ବେସ ଏଇ ତ ମୋ ଲେଖନୀ ସୃଜନ l ପେସା ରେ କୃଷି ବିଭାଗ ରେ କାର୍ଯରତା ଏକ କର୍ମଚାରୀ (AO)ହେଲେ ନିଶା ଲେଖିବା l ଜୀବନ  ଜଂଜାଳ ରୁ କିଛି ସମୟ ବାହାର କରି ଦି ଧାଡି ଲେଖିଦେଲେ ଯେଉଁ ଆତ୍ମସନ୍ତୋଷ ମିଳେ ତାହା ଅନୁଭବୀ ହିଁ ଜଣେ l

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Positive Prajnya
    17 ଡିସେମ୍ବର 2022
    hrudayasparshi
  • author
    .
    05 ଜୁନ 2020
    ଅତି ସୁନ୍ଦର ।
  • author
    MANORANJAN PANDA
    05 ଜୁନ 2020
    fantastic
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Positive Prajnya
    17 ଡିସେମ୍ବର 2022
    hrudayasparshi
  • author
    .
    05 ଜୁନ 2020
    ଅତି ସୁନ୍ଦର ।
  • author
    MANORANJAN PANDA
    05 ଜୁନ 2020
    fantastic