ଧନ୍ୟ ଧନ୍ୟ ଗଛରେ ଗଛ ନାମ ବୋଲାଇ ବରଗଛ ଓହଳ ଗହଳ ଶାଖରୁ ଛୁଇଁଯାଏ ଯେବେ ଉପରୁ ବଢି ବଢି ଯାଏ ପାଦପ ବିନାଶି ଗ୍ରୀଷମ ପ୍ରକୋପ ଅଧୁନା ବିଜ୍ଞାନୀ ମଣିଷ ଶୀତତାପ ଯନ୍ତ୍ର ବିକାଶ ମାତର ତୋହର ବିନାଶ କରି କାଳେ ହେବ ହତାଶ ପାଖେ ପାଖେ ବଟ ବୃକ୍ଷର...

ପ୍ରତିଲିପିଧନ୍ୟ ଧନ୍ୟ ଗଛରେ ଗଛ ନାମ ବୋଲାଇ ବରଗଛ ଓହଳ ଗହଳ ଶାଖରୁ ଛୁଇଁଯାଏ ଯେବେ ଉପରୁ ବଢି ବଢି ଯାଏ ପାଦପ ବିନାଶି ଗ୍ରୀଷମ ପ୍ରକୋପ ଅଧୁନା ବିଜ୍ଞାନୀ ମଣିଷ ଶୀତତାପ ଯନ୍ତ୍ର ବିକାଶ ମାତର ତୋହର ବିନାଶ କରି କାଳେ ହେବ ହତାଶ ପାଖେ ପାଖେ ବଟ ବୃକ୍ଷର...