pratilipi-logo ପ୍ରତିଲିପି
ଓଡିଆ

ଜଗା କୁ ଅଭିମାନ ର ଚିଠି ଟିଏ…

411
4.4

ଜଗା ରେ ତୁ ତ ବଡ଼ ନାଟୁଆ !!…. ଆମେ ଖାଲି ବେକାରରେ ଛଟ ପଟ ହେଉଥିଲୁ, ଭାବି ହେଉଥିଲୁ କି ତୁ କଣ ବଡ଼ଦାଣ୍ଡ ରେ ଏଇ ବର୍ଷ ଆସିବୁନି ? ତୋର ରଥ କଣ ଶ୍ରୀହୀନ ହେବ ଏଇ ସନ ! କିନ୍ତୁ ତୁ ତ ଏସବୁ ନିଜେ କରାଉ ଥିଲୁ, ନୁହେଁ ରେ କାଳିଆ? ଖାଲି ...