pratilipi-logo ପ୍ରତିଲିପି
ଓଡିଆ

ଦ୍ଵାଦଶ ଛାନ୍ଦ: ବିଭାବରି ସାରି ବିଳମ୍ବ ଶୁଣି

59
5

(ରାଗ-ବରାଡୀ,ଆଷାଢ଼ଶୁକ୍ଳବାଣୀ) ବିଭା ବରି ସାରି ବିଳମ୍ବ ଶୁଣି | ବିଭାବରୀ ହେଉଁ ରମଣୀମଣି । ବିଭାବରୀଚରୀ ଘୋଟିଲା ଗ୍ରାସେ । ବିଭାବ ରୀତିରୁ ନିଦ୍ରା ନ ଆସେ । ବିରହେ ଭାଷେ ସେ । ବିର ହେ ! ଭାଷେ ସେ ତାଡ଼କୀ ତ୍ରାସେ । ୧ । ବାସରେ ନିନ୍ଦେ ...