pratilipi-logo ପ୍ରତିଲିପି
ଓଡିଆ

ଗୁରୁ ଦିବସ

44

ବିଜୟ କୁମାର ମଲ୍ଲିକ ଆସିଅଛି ପରା ଗୁରୁ ଦିବସ ମନରେ ସରବେ ଆଣି ହରଷ , ଗୁରୁଙ୍କୁ ପୂଜିବା ଭକତିର ସହ ଢାଳି ଦେବେ ସିଏ ଶୁଭ ଆଶିଷ । ଗୁରୁ ଯେ ନୁହନ୍ତି ସାମାନ୍ୟ ଲୋକ ଅଟନ୍ତି ସେ ଆମ ଦିଗଦର୍ଶକ , ଅଜ୍ଞାନ ତିମିର ନାଶି ସମାଜରେ ଜାଳିଥିାନ୍ତି...