ନିଜ ବିଷୟରେ ମୋ ମତରେ ନିଜେ ନିଜକୁ କେତେ ଚିହ୍ନିଛ,ଆଉ ରହିଲା ନିଜର ପରିଚୟ ଜୀବନ ଦେଲେ ଭଗବାନ୍, ଜନ୍ମ ଦେଲେ ପିତା ମାତା, ଲାଳନ ପାଳନ କଲେ ପିତା ମାତା, ଜୀବନ ସାରା ସାଥିହୋଇ ଚାଲିଲେ ସ୍ବାମୀ, ବୃଦ୍ଧା ହେଲା ପରେ ପୁଅ ବୋହୁ ଆଉ ମୁଁ କଣ ,ଭାବିବା ଲାଗି ସମୟ ହିଁ ନାହିଁ,ତେଣୁ ଏକାଧାରରେ କହିବାକୁ ଗଲେ ମୋର ପରିଚୟ ମୁଁ ନିଜେ ଆଉ କିଛି ବି ନୁହେଁ ,ନା ଏଇ ମୁଁ ଟି କାହାକୁ କିଛି କହିପାରେ ନା ହସିପାରେ, ନା କାନ୍ଦି ପାରେ
ନା କୋହ ସମ୍ବରଣ କରିପାରେ, ତିଳ ତିଳ ହୋଇ କୁହୁଳୁ ଥାଏ ଏଇ ଜୀବନର ନାଟକ ରେ......କେବେ ଖୋଜୁଥାଏ ସୁଖ ପୁଣି କେବେ ସ୍ବର୍ଗ ଆଉ କେବେ ମୃତ୍ୟୁ ହେଲେ ତା ବି ତାକୁ ଇଛା ମୁତାବକ ମିଳେ
ନା... ତେଣୁ ନିଜର ବୋଲି ମୋ ମତରେ କିଛି ନାହିଁ,ସବୁ ଏଠି କ୍ଷଣସ୍ଥାୟୀ......
YouTube - (Poem book of sanjukta)
https://youtube.com/@poemcreation_1993