କେବେ ଭାବି ନ ଥିଲି, ଏମିତି କାହାଣୀ, କବିତା ଲେଖିବି ବୋଲି, ହଁ ପିଲା ବେଳେ ଖାତା ରେ ଲେଖୁଥିଲି, ଘର ଲୋକ ଙ୍କ ନାଁ ରେ କବିତା, ଆଉ ଏବେ ପ୍ରତିଲିପି ଆଣି ଦେଇଛି ବିଶାଳ ଡିଜିଟାଲ ଖାତା ଟିଏ, ଯାହା ମନ କୁ ଭାବନା ରାଇଜ ରେ ବୁଲେଇ ଆଣି କୁହୁକ ଆଇମା କାହାଣୀ ଠାରୁ ଆହୁରି କେତେ କଣ ଲେଖି ହେଇଯାଉଛି ଆଇ ପ୍ରତିଲିପି ମାଧ୍ୟମ ରେ, ଧନ୍ୟବାଦ ପ୍ରତିଲିପି।❤️
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା