pratilipi-logo ପ୍ରତିଲିପି
ଓଡିଆ

ଗୋଟିଏ ଭଣ୍ଡାରୀର କାହାଣୀ

2574
4

ଭାରତ ବର୍ଷର ଦକ୍ଷିଣରେ ‘ପାଟଳୀପୁତ୍ର’ ନାମକ ଏକ ନଗରୀ ଅବସ୍ଥିତ । ସେହି ନଗରୀରେ ମଣିଭଦ୍ର ନାମକ ଏକ ବଣିକ ବାସ କରୁଥିଲେ । ମାତ୍ର ଦୁର୍ଭାଗ୍ୟ କ୍ରମେ ସେ କ୍ରମେ ଗରୀବ ହୋଇଗଲେ । ସ୍ୱାଭାବିକ ଭାବରେ ଦରିଦ୍ର ବ୍ୟକ୍ତିତ ସମସ୍ତଙ୍କର ଘୃଣାର ...