pratilipi-logo ପ୍ରତିଲିପି
ଓଡିଆ

-::ଗତି::- ଆଖିରେ ଦେଖିଛି, ଶ୍ରାବଣରେ ନିଗିଡ଼ି ପଡୁଥିଲା ନଇଁ ପଡିଥିବା ପତରରୁ ବୁନ୍ଦା ବୁନ୍ଦା ପାଣି ତରଳ କାଚ ପରି ଭାରି ସଫା, ଶୀତଳ ବି ହେଲେ,ସାରା ଦିନଟାରେ କେବଳ ଥୋକାଏ ଖରାରେ ମନ ବୁଝେଇଛି , ଛୁଆ ବେଳୁ ଶୁଣିଛି ଆକାଶକୁ କଳାମେଘ ...