pratilipi-logo ପ୍ରତିଲିପି
ଓଡିଆ

ଦୁଷ୍ଟାମି ରୁ ଦୂର ହେଲା ଅନ୍ଧ ବିଶ୍ୱାସ

1839
4.4

ପିଲା ଟିଏ ଥିଲା। ନାଁ ତାର ମୁନୁ, ଭାରି ଚଗଲା ସେ। ସବୁ ବେଳେ ଖେଳ କସରତ୍ କରିବାରେ ତାର ମନ। ସେ ପଞ୍ଚମ ଶ୍ରେଣୀ ରେ ପଢ଼େ। ହେଲେ ପାଠ ନାଁ ଶୁଣିଲେ ତାକୁ ଜର ଆସେ। ସବୁ ବେଳେ ଦୁଷ୍ଟାମି କରିବାର ତାର ଲକ୍ଷ୍ୟ ଥାଏ। ଲୋକ ମାନଙ୍କୁ ହଇରାଣ ...