"ନାଁ ମୁଁ କବି ନାଁ ମୁଁ ଲେଖିକା
କାଗଜ କାଳୀ କବିତା
ସହ ଜିଉଚି ମୁଁ ଏକା "।
ଜୀବନ ରେ କେବେ ସ୍ବପ୍ନରେ ବି ଭାବି ନଥିଲି ମୁଁ ଦିନେ ଲେଖା ଲେଖି କରିବି। ସତ କହିବା କୁ ଗଲେ ମୋତେ ଗପ ଶୁଣିବା କୁ ଭଲ ଲାଗେ କିନ୍ତୁ କବିତା ମୋ ପାଇଁ ଅବୁଝା ଶବ୍ଦ ଥିଲା। ମାତୃଭାଷା କୁ ସମ୍ମାନ ଦଉଥିଲି କିନ୍ତୁ ସାହିତ୍ୟ ରେ ସେତେ ରୁଚି ନଥିଲା। ବିଜ୍ଞାନ ଆଉ ଇଂରାଜୀ ବହି ମୋର ପ୍ରାଣ କହିଲେ ଅତ୍ୟୁକ୍ତି ହବନି। କିନ୍ତୁ ଏବେ ବିଜ୍ଞାନ ଭୁଲି ଯାଇଚି ଇଂରାଜୀ ଭୁଲି ଯାଇଚି। ମନେ ରଖିଚି ଖାଲି ଗଳ୍ପ କବିତା ,ଉପନ୍ୟାସ ,କାହାଣୀ।
ମୁଁ କଲମ ର ଦାସ 🙏🙏🙏