pratilipi-logo ପ୍ରତିଲିପି
ଓଡିଆ

ଡ଼ମ୍ ଡ଼ମ୍ ଭୁତ

50

ଥରେ ଭରତ ପୁର ଗାଁରେ ଅପେରା ପଡିଥାଏ l ଲୋକେ ଅପେରା ଦେଖି ସକାଳ ହେଲାରୁ ଘରକୁ ଗଲେ l ଅପେରା ବାଲା ମଧ୍ୟ ଜିନିଷ ପତ୍ର ସଜାଡି ଶୋଇ ପଡିଥାନ୍ତି l ଏହି ସୁଯୋଗ ନେଇ ଗୋଟିଏ ହନୁମାଙ୍କଡ଼ ଢୋଲକ ବାଜାଟି ଧରି ଛୁ କଲା l ...