pratilipi-logo ପ୍ରତିଲିପି
ଓଡିଆ

ଦିଅ ନାହିଁ ପୁର୍ନଜନ୍ମ

0

ଏ ଶରୀର ମାଟି ଘଟେ ତୁମେ ମୋର ପ୍ରାଣ ତୁମକୁ ଖୋଜେ ନିତି ଆହେ ନାରାୟଣ ମୋ ହୃଦୟ କନ୍ଦରରେ ବିଜେ ପରଂବ୍ରହ୍ମ ଦିଅ ନାହିଁ ମୋତେ ପ୍ରଭୂ ପୁଣି ପୁର୍ନଜନ୍ମ ll ତୁମେ ମୋ ମନ ବନର ଅକୁହା ବେଦନା ତୁମ ବ୍ୟତିରେକ ଅଧା ମୋ ପୂଜା ଅର୍ଚ୍ଚନା ...