ନିଜ ମନ ପସନ୍ଦର ଭାଷା ବାଛନ୍ତୁ
ଦୟାମୟ ଚିତ୍ତ ଚୋର XX X X X X ଦୟାମୟ ଚିତ୍ତ ଚୋରଗୋପୀ ପ୍ରାଣଧନ କୃପାସିନ୍ଧୁ ଭାବଗ୍ରାହୀ ରାଧା ପ୍ରାଣଧନ । ହେରାଧାକାନ୍ତ : ତୁମ୍ଭେ ଅଟ ମୋ ମନର ମିତ ।। ଅସୁମାରୀ ସ୍ଵପ୍ନ ଦେଖେଁ ନିତି ପ୍ରତିଦିନ, ସ୍ଵପ୍ନେ ଆସି ...
କୃଷ୍ଣ ମୋ ଜୀବନ କୃଷ୍ଣ ମୋ ସ୍ପନ୍ଦନ କୃଷ୍ଣ ମୋ ହୃଦୟହାର, କୃଷ୍ଣ ମୋ ନୟନ କୃଷ୍ଣ ମୋ ଅଞ୍ଜନ କୃଷ୍ଣ ଗଣ୍ଠିଧନ ମୋର । । କୃଷ୍ଣ ମୋରଗତି କୃଷ୍ଣ ମୋର ମୁକ୍ତି କୃଷ୍ଣ ମୋ ତପସ୍ୟା ବଳ, କୃଷ୍ଣ ମୋ ଜନମ କୃଷ୍ଣ ମୋ କରମ କୃଷ୍ଣ ମୋ ମୁକ୍ତିର ଫଳ । । କୃଷ୍ଣ ମୋ ନିଶ୍ୱାସ କୃଷ୍ଣ ମୋ ପ୍ରଶ୍ଵାସ କୃଷ୍ଣ ମୋର ଦିବାରାତି, କୃଷ୍ଣ ମୋର ଘର କୃଷ୍ଣ ମୋ ଦୁଆର କୃଷ୍ଣ ମୋର ମଧୁ ପ୍ରିତୀ ।। କୃଷ୍ଣ ମୋର ସ୍ମୃତି କୃଷ୍ଣ ମୋ ବିସ୍କୃତି କୃଷ୍ଣ ନାମ ଏକା ମୋର, କୃଷ୍ଣ ମୋର ତୀର୍ଥ କୃଷ୍ଣ ମୋର ବ୍ରତ କୃଷ୍ଣ ମୋ ମୁକ୍ତିର ଦ୍ଵାର ।। କୃଷ୍ଣ ମୋର ଆତ୍ମା କୃଷ୍ଣ ପରମାତ୍ମା କୃଷ୍ଣ ଜନ୍ମ ମୃତ୍ୟୁ ସାଥି, କୃଷ୍ଣ ମୋର ଆଶା କୃଷ୍ଣ ମୋ ଭରଷା କୃଷ୍ଣ ମୋର ଶେଷ ସାଥି ।। ରାଧା କୃଷ୍ଣ ମୋର କବିତା ନିର୍ଝର ତାଙ୍କ ପାଇଁ ସିନା କବି, ମୁଁ ଛାର ମାତର କାଇଁ ଜ୍ଞାନ ମୋର ଲେଖେ ତାଙ୍କ ପାଦେ ସେବି । |

ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା