pratilipi-logo ପ୍ରତିଲିପି
ଓଡିଆ

ଡାଲିରାଜା କୁ ଡାଲି। ସେଇଟା ଦେଖିଲେ ତାକୁ ବାନ୍ତି ମାଡ଼େ। ସେଦିନ ରାତିରେ ଇରୁ ଶୋଇଛି ହଠାତ୍ ତା ନିଦ ଭାଙ୍ଗିଗଲା। ମିନି କଉଠି ଗୋଟେ କାନ୍ଦୁଛି। ମିନି ହେଲା ତା କଣ୍ଢେଇ। ମିନି ତ ତା ପାଖରେ ଶୋଇଥିଲା। କୁଆଡେ ଗଲା। ଇରୁ ଦେଖିଲା ...