pratilipi-logo ପ୍ରତିଲିପି
ଓଡିଆ

କୁନି ଲେଖକ -ମାତା ପିତାଙ୍କ ମହତ୍

3

ଗୋଟିଏ ସହରରେ ଜଣେ ବୁଢୀ ଆଈ ମାସରେ ଥରେ ଭିକ ମାଗିବାକୁ ଯାଉଥିଲେ । ଯେଉଁ ମାସ ୩୧ ଦିନିଆ ସେହି ମାସର ୩୧ ତାରିଖରେ ହିଁ ଭିକ ମାଗୁଛନ୍ତି । ଦିନେ ଜଣେ ଲେ।କ ସେହି ବୁଢୀ ଆଈକୁ ପଚାରିଲେ -"ମାଉସୀ ଆପଣ କେବଳ ଗୋଟିଏ ଦିନ ୩୧ ତ।ରିଖରେ ହିଁ ଭିକ ...