pratilipi-logo ପ୍ରତିଲିପି
ଓଡିଆ

କାଉଡି ଭାଇ

4

ଡକ୍ଟର ଚାଇନା ପ୍ରଧାନ କାଉଡିଭାଇରେ କାଉଡିଭାଇ ସଅଳ ଚାଲ ଶିବ ନାମ ଗାଇ । ନୂଆ ବସ୍ତ୍ର ପିନ୍ଧି ଯାଅ ମନ୍ଦିର ତୁମ୍ଭ କାନ୍ଧେ ଅଛି ପାଣିର ଭାର । ମହାଦେବଙ୍କ ମହିମା ଅପାର ଅଶେଷ ନାମରେ ଖ୍ୟାତ ସେ ହର । ସିଏ ଲିଙ୍ଗରାଜ ସେ ଲୋକନାଥ ସିଏ ସଦାଶିବ ...