pratilipi-logo ପ୍ରତିଲିପି
ଓଡିଆ

ଚତୁର୍ଥ ଛାନ୍ଦ: ବୁଦ୍ଧି ଉତ୍ତମ ଯାହାର ବାକ୍ୟ ଅଭିଧାନେ

71

ରାଗ-ମାଳବଗଉଡ଼ା ବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ । ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।୧। ବୃଷ୍ଟିହୀନ ଦ୍ୱାଦଶ ବରଷ ଚମ୍ପାବତୀ । ବଡ ଚିନ୍ତା ଲଭି ଲୋମପାଦ ନରପତି ଯେ ।୨। ବରଷା କରିବ ଋଷ୍ୟଶୃଙ୍ଗ ଆଗମନେ । ବ୍ରହ୍ମଜ୍ଞାନ ପରି ଘେନି...