pratilipi-logo ପ୍ରତିଲିପି
ଓଡିଆ

ଭ୍ରମ ମୁଁ ଆଉ ସୋଉନି ରାତିରେ ଡ଼ରଲାଗେ କାଳେ ତୁମେ ମୋ’ ସ୍ୱପ୍ନରେ ଆସି ତୁମ ମଖମଲି ହାତରେ ଧରି ମୋତେ ପରୀ ରାଇଜକୁ ନେଇଯିବ   ।। ଏ ସିତଳ ଶୀତୁଆ ରାତିରେ ଏକା ଏକା ବସି ଭାବୁଛି ତୁମକଥା, କ’ଣ କରିବି ? ତୁମେ ମୋ’ ଭାବନାକୁ ...