pratilipi-logo ପ୍ରତିଲିପି
ଓଡିଆ

ଭାରତୀୟ ଦର୍ଶନ ଓ ନାଥ ତତ୍ତ୍ୱ

4
107

ମହାଯୋଗୀ ଗୋରେଖନାଥଙ୍କ ସମୟରୁ ନାଥଯୋଗ ଓ ମହର୍ଷି ପାତଞ୍ଜଳିଙ୍କ ଯୋଗ ମଧ୍ୟରେ କିଛିଟା ପାର୍ଥକ୍ୟ ପରିଲକ୍ଷିତ ହୋଇଥିଲା । ପାତଞ୍ଜଳି ତାଙ୍କ ଯୋଗ ଦର୍ଶନରେ କୁଣ୍ଡଳିନୀ ଜାଗରଣ ସମ୍ୱନ୍ଧରେ କୌଣସି ଚର୍ଚ୍ଚା କରି ନାହାନ୍ତି । ସନ୍ଥ ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

୧୯୩୪ ମସିହା ଡିସେମ୍ୱର ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପଲେଇ ଗ୍ରାମରେ ଜନ୍ମ । ୧୯୫୫ ମସିହା ଠାରୁ ଶିକ୍ଷକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭହୁଏ । ଦୀର୍ଘ ଚାରିଦଶନ୍ଧି ଧରି ବିଭିନ୍ନ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା ପରେ ୧୯୯୫ ମସିହାରେ ଅବସର ଗ୍ରହଣ । ବିଦ୍ୟାଦାନ ଓ ବାଣୀ ଆରାଧନା ଜୀବନର ସଂକଳ୍ପ । ସେ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ଐତିହାସିକ, ଶିଶୁସାହିତ୍ୟିକ ଓ ଗବେଷକ ଭାବରେ ଓଡ଼ିଆ ସାହିତ୍ୟରେ ସୁପରିଚିତ । ଏତତ୍‌ବ୍ୟତୀତ ଜଣେ ଆଦର୍ଶ ଗୁରୁ ଭାବରେ ସେ ସମାଜରେ ପ୍ରତିଷ୍ଠିତ । ପୁରାଣ ସାହିତ୍ୟକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର ଆଲୋଚନା କରି ସେ ଏ କ୍ଷେତ୍ରରେ ଗବେଷଣାର ନୂତନ ମାର୍ଗ ପ୍ରଦର୍ଶନ କରିଛନ୍ତି ।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ଲେଖା ବିଷୟରେ କୌଣସି ରିଭିୟୁ ନାହିଁ
  • author
    ଆପଣଙ୍କ ରେଟିଙ୍ଗ୍

  • ଲେଖା ବିଷୟରେ କୌଣସି ରିଭିୟୁ ନାହିଁ