pratilipi-logo ପ୍ରତିଲିପି
ଓଡିଆ

ଭାଣ୍ଡର ଲଢେଇ

738
3.1

ସେ କାଳର ପ୍ରତ୍ୟେକ ରାଜାଙ୍କ ପାଖରେ ରହସ୍ୟ ପୂର୍ଣ୍ଣ ଦୁଇ ଚାରି ଜଣ ଭାଣ୍ଡ ଥିଲେ । ସେମାନେ ରାଜାଙ୍କର ନିରସ ମନକୁ ସରସ କରିବା ପାଇଁ କଥା କଥାକେ ହସର ଯୁଆର ଛୁଟାଇ ଦେଉ ଥିଲେ । ହେଲେ ଗୋପାଳ ଭାଣ୍ଡର ସୁଖ୍ୟାତି ଯେତେ ଦୂର ବ୍ୟାପି ଯାଇ ଥିଲା ...