pratilipi-logo ପ୍ରତିଲିପି
ଓଡିଆ

ଭଲ ଲାଗେ

2

ଭଲ ଲାଗେ ମୁହଁ ସଦା ହେଲେ ହସ ହସ ଭଲ ଲାଗେ ମୁଢି ସଦା ହେଲେ ମସ ମସ । ଭଲ ଲାଗେ ସାଫା ଲୁଗା ଧୋବ ଫର ଫର ଭଲ ଲାଗେ ପିଲା ଯେବେ ହସେ କରକର । ଭଲ ଲାଗେ ଗଛେ ଫଳ ହେଲେ ବଡ ବଡ ଖରା ଦିନେ ଭଲ ଲାଗେ ମେଘ ଘଡ ଘଡ । ଭଲ ଲାଗେ ଫୁଲ ଯଦି ବସେ ମହ ମହ ଭଲ ...