pratilipi-logo ପ୍ରତିଲିପି
ଓଡିଆ

ବାପଲୋ

4.6
8646

ଲେଖକ-  ଅରବିନ୍ଦ ରଥ     ଆଜି ଯାହା ହେଲେ ବି ଡାକ୍ତରଖାନା ଯିବାକୁ ପଡିବ। ପାଞ୍ଚ ଦିନ ହେବ କାଶିକାଶି ପେଟଟା ସୁକୁଟି ଗଲାଣି। ଏବେ ତ କାଶିଲା ବେଳେ ଆଖି ଡୋଳା ବାହାରକୁ ଆସିଲା ପରି ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
Arabinda Rath

ବାସ୍ତବିକତା,କଳ୍ପନା,ଅନୁଭୁତି ଓ ଶବ୍ଦର ମନ୍ଥନରୁ ଜନ୍ମ ନିଏ କାହାଣୀ। ସେହି କାହାଣୀ କେବେ ଚକ୍ଷୁଯୁଗଳକୁ ଆଦ୍ର କରେ ତ କେବେ ମନରେ ଭରିଦିଏ ଆନନ୍ଦର ଉଚ୍ଛ୍ବାସ; ପୁଣି କେବେ ଭୟରେ ଶିହରିତ କରେ ମନପ୍ରାଣ। କାହାଣୀର ପଠନ ଓ ଶ୍ରବଣ ମନକୁ ନେଇଯାଏ ଏକ ଅତିନ୍ଦ୍ରିୟ ଇଲାକା କୁ, ଯେଉଁଠାରେ ପାଠକ ନିଜକୁ ଆବିଷ୍କାର କରେ ଏକ ଚରିତ୍ର ରୂପରେ। ବାସ୍ତବିକ ଜୀବନରେ ଅସମ୍ଭବ କାର୍ଯ୍ଯମାନ ସମ୍ପାଦିତ ହୁଏ ଅନାୟାସରେ, କାହାଣୀର ନାୟକ ନାୟିକାଙ୍କ ମାଧ୍ଯମରେ। କଳ୍ପନା ଓ ବାସ୍ତବିକତାର ଦୋଛକିରେ ଦଣ୍ଡାୟରତ ପାଠକ ରୋମାଞ୍ଚିତ ହୋଇଉଠେ ; ତା ମୁହଁରୁ ସ୍ବତଃସ୍ଫୂର୍ତ୍ତ ବାହାରିପଡେ- - ଆଃ ଠିକ୍ ହୋଇଛି; ଖଳନାୟକର ଶେଷ ପରିଣତି ଏହିପରି ହିଁ ହେବା ଉଚିତ୍। କେବେ ପାଠକ ଭାବେ - - ମୁଁ ନାୟକ ହୋଇଥିଲେ ଠିକ୍ ଏହିପରି କରିଥା'ନ୍ତି। ପୁଣି କେବେକେବେ ପାଠକର ଶଙ୍କିତ ମନ କୁହେ - - ଆରେ ମୋ ଜୀବନ କାହାଣୀ ଲେଖକ କିପରି ଜାଣିଲା? ପ୍ରତ୍ଯେକ ମନୁଷ୍ଯର ଚତୁଃପାର୍ଶ୍ବରେ ଅହରହ ଘଟିଚାଲିଛି ଅଗଣିତ ଘଟଣାମାନ ଓ ପ୍ରତି ଘଟଣା,ଦୁର୍ଘଟଣାରେ ଲୁକ୍କାୟିତ ହୋଇରହିଛି ଏକ କାହାଣୀ। ସେ କାହାଣୀ ହୋଇପାରେ ସଫଳତା ବା ବିଫଳତା ର, ମିଳନ ବା ବିରହର,ଏୈଶୀକ ବା ଭୌତିକ। ସେପରି କିଛି କାହାଣୀମାଳାର ସମ୍ଭାରନେଇ ଏ ଲେଖକ ଆପଣମାନଙ୍କ ପାଖରେ ଉପସ୍ଥିତ। ଆପଣମାନଙ୍କର ବ୍ଯସ୍ତବହୁଳ,ଜଂଜାଳଭରା ଜୀବନକୁ ହାସ୍ଯ,କରୁଣା,ଆନନ୍ଦ,ମିଳନ,ରହସ୍ଯ ଓ ରୋମାଞ୍ଚଭରା କାହାଣୀର ଆଲୋକରେ କିଛିମାତ୍ରାରେ ଉଦଭାସିତ କରିବ ବୋଲି ଲେଖକ ଆଶାୟୀ। ମୋର ଆଶା ଓ ବିଶ୍ବାସ, ମୋ କାହାଣୀ ସବୁ ଆପଣମାନଙ୍କ ହୃଦୟରେ ଆଣିଦେବ ଏକ ନୂତନ ଅନୁଭୁତି।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    ମୁଁ ନା ଆମେ
    30 ମେ 2020
    ବୋପାଲୋ ହସ୍ପିଟାଲ ର କଥା ସମ୍ପ୍ରତି ସମାଜ ର ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ସଠିକ ଉପସ୍ଥାପନା କରିଛି. 👌👌👌👌👌👌👌👌👍
  • author
    Smruti Rani kar
    05 ମାର୍ଚ୍ଚ 2021
    😂😂🤣
  • author
    Pradip Sahu.222
    13 ଫେବୃୟାରୀ 2021
    apanko kahaniti ajikaliro private hospital gudakore heuthiba lootttrajro sotyasttyoku hasyaspaddo Kori dekhauchi; basttob duniaro sothik chitrku apanko lekhoni Bhutto valo ankichi 🙏🙏🙏🌹🌹
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    ମୁଁ ନା ଆମେ
    30 ମେ 2020
    ବୋପାଲୋ ହସ୍ପିଟାଲ ର କଥା ସମ୍ପ୍ରତି ସମାଜ ର ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ସଠିକ ଉପସ୍ଥାପନା କରିଛି. 👌👌👌👌👌👌👌👌👍
  • author
    Smruti Rani kar
    05 ମାର୍ଚ୍ଚ 2021
    😂😂🤣
  • author
    Pradip Sahu.222
    13 ଫେବୃୟାରୀ 2021
    apanko kahaniti ajikaliro private hospital gudakore heuthiba lootttrajro sotyasttyoku hasyaspaddo Kori dekhauchi; basttob duniaro sothik chitrku apanko lekhoni Bhutto valo ankichi 🙏🙏🙏🌹🌹