ଲେଖିବାର ଝୁଙ୍କ୍ ତ ବହୁତ ଆଗରୁ ଥିଲା।ତେବେ ଲେଖା ପ୍ରକାଶ କରିବା ପାଇଁ ଆଗରୁ କେବେ ଉଦ୍ୟମ କରି ନ ଥିଲି।ତେବେ ଏଣିକି ନିଜର ଲେଖା ଗୁଡ଼ିକୁ ପାଠକ ମାନଙ୍କ ପାଖରେ ପହଞ୍ଚାଇବା ଲାଗି ସବୁ ପ୍ରକାର ଉଦ୍ୟମ କରିବି।ଆପଣଙ୍କ ଭଲ ପାଇବା ଓ ଆଦୃତି ହିଁ ଏ ଲେଖକ ଲାଗି ଅମ୍ଳଜାନ ସଦୃଶ। ଏଣୁ ଆପଣଙ୍କ ସହଯୋଗ ଜାରି ରହୁ। ଜୟ ଜଗନ୍ନାଥ।
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା