pratilipi-logo ପ୍ରତିଲିପି
ଓଡିଆ

ବନ୍ଧା ପଡ଼ିଛି ଶକ୍ତି

0

କନକ ବର୍ଦ୍ଧନ ସାହୁ ହେ ଆଦି କୁମାରୀ ସର୍ବ ଶକ୍ତିମୟୀ ମମତାର ପୂର୍ଣ୍ଣରୁପା, ସେହି ନାମ ଆଜି କଳଙ୍କିତ ହୁଏ ଜାଣି ତୁ ମଉନ କିମ୍ପା । ସତ୍ୟଯୁଗେ ସିନା ମାରିଲୁ ଗୋଟିଏ ମହିଷାସୁରକୁ ତୁହି, ଆଜି ଲକ୍ଷ ଲକ୍ଷ ମହିଷା ବୁଲନ୍ତି କିମ୍ପା ତୋତେ ...