pratilipi-logo ପ୍ରତିଲିପି
ଓଡିଆ

ଅତୃପ୍ତି

18

ପିଇଲି ପ୍ରାଣ ଭରି ରଙ୍ଗ-ଅଧର-ସୁଧା, ଶମିଛି ଯୁଗ ଯୁଗ ହୃଦ-ଦରଦୀ କ୍ଷୁଧା, ନୟନ ଭରି ସଖି ! ଦେଖିଛି ରୂପ ତବ ପ୍ରଣୟ ଦାନେ ତବ ପାଇଛି ଗଉରବ । ନିର୍ଜନ-ନିର୍ଝରିଣୀ-କଳ-ନିସ୍ଵନ ମିଶି ବସି କଦମ୍ବ ତଳେ ରଜତ-ବୋଳା ...