pratilipi-logo ପ୍ରତିଲିପି
ଓଡିଆ

ଜୀବନ ର ରାସ୍ତାରେ ରେ ମୁଁ ମୃତ୍ୟୁ ର ପଥିକ.... ଭାଙ୍ଗିଥିବା ବସାର ମୁଁ ନିରୀହ ବିହଙ୍ଗ.... ସପନ ର ରାଇଜ ରୁ ଫେରି ମୁଁ ଆସିଛି.... ତୁମ ଅପେକ୍ଷା ରେ ମୁଁ ଏଇ ଜୀବନ  କାଟୁଛି.... ସୁଖ ର ସମୟ ମୋର ଯାଇଛି ସରି.... ନିଜ ଦୁଃଖ ରେ ...