ମଧ୍ୟବିତ ପରିବାରରୁ ଆସିଥିବା ଜଣେ ଯୁବ ସମାଜସେବୀ ଆଉ ଯୁବ ରାଜନେତା , 2019 ସାଧାରଣ ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଜଣେ ସର୍ବ କନିଷ୍ଠ ତଥା ଵର୍ତମାନ ସୁଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀର ସବୁଠାରୁ କମ ବୟସର ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲି । ଲେଖାଲେଖି କରିବା ଉପରେ ବିଶେଷ ରୁଚି ପିଲାଟି ଦିନରୁ ରହି ଆସିଛି । ସ୍କୁଲ ସମୟରୁ ଲେଖାଲେଖି ସହ ଭାଷଣ ଦେଇ ଅନେକ ପୁରସ୍କାର ପାଇଛି ଏପରିକି କୁଇଜ ଆଉ ସାଧାରଣ ଜ୍ଞାନ ପରୀକ୍ଷାରେ ମଧ୍ୟ ବହୁତ ଥର ପୁରସ୍କୃତ ହୋଇଛି । ମୋର ପ୍ରତିଟି କ୍ଷେତ୍ରରେ କିଛି ନା କିଛି ଜ୍ଞାନ ରହିଛି ଯାହାକୁ ମୁଁ ସମୟ ମିଳିଲେ ସଠିକ ଭାବରେ ଉପଯୋଗ କରିଥାଏ ।
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା