ମୌଳିକ କାହାଣୀ ଆଉ ମନଛୁଆଁ କବିତା ହିଁ ବି. ନିରୁପମାଙ୍କ ସଂକ୍ଷିପ୍ତ ପରିଚୟ। ବିଭିନ୍ନ ପତ୍ରପତ୍ରିକାରେ ସେ ନିୟମିତ ଲେଖନୀ ଚାଳନା ଜାରି ରଖିଛନ୍ତି।
ପ୍ରକାଶିତ ପୁସ୍ତକ:
ଆଶା (୨୦୦୮) - ଶିଶୁ- କିଶୋର ସଂକଳନ।
ମାଣିକଟିଏ (୨୦୧୦)- ଶିଶୁ କବିତା ସଂକଳନ।
ବାରଟି କାହାଣୀ (୨୦୧୦)- କିଶୋର ଗଳ୍ପ ସଂକଳନ।
ସାବାସ ମିଲକା (୨୦୧୬)- କିଶୋର ଉପଯୋଗୀ ମୌଳିକ ଗଳ୍ପ ସଂକଳନ।
କବିତାମାଳା (୨୦୧୮)। ଷାଠିଏଟି କବିତାଟି ସମାହାର।
ଭକ୍ତି ନୈବେଦ୍ୟ (୨୦୧୯)- ଭାବପୂର୍ଣ ୧୦୪ଟି ଜଣାଣ।
ଭକ୍ତି ଅର୍ଘ୍ୟ (୨୦୨୦)- ୧୦୮ଟି ଭକ୍ତିପୂତ ଗୁରୁବନ୍ଦନା
ବିଜୟିନୀ (୨୦୨୧)- ଷାଠିଏଟି ପ୍ରେରଣାଦାୟୀ କବିତାର ସମାହାର
ସମ୍ମାନ:
ଆଶା, ମାଣିକଟିଏ, ବାରଟି କାହାଣୀ ଓ ସାବାସ ମିଲକା ପୁସ୍ତକଗୁଡିକ ରାଜା ରାମ ମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ଦ୍ଵାରା ଉଚ୍ଚକୋଟୀର ବିବେଚିତ ହୋଇ ଅନୁଦାନପ୍ରାପ୍ତ ପଠାଗାରମାନଙ୍କୁ ଯୋଗାଇ ଦିଆଯାଉଛି। ନିଜ ସୃଷ୍ଟି ସମ୍ଭାର ନିମନ୍ତେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ଲେଖିକା ସମ୍ବର୍ଦ୍ଧିତ ହୋଇଛନ୍ତି।
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା