pratilipi-logo ପ୍ରତିଲିପି
ଓଡିଆ

ଅବୁଝା ମନ

24
5

ଅମାନିଆ ଲୁହ ମାନେନା ବନ୍ଧନ ବହିଯାଏ ନିରନ୍ତର ସ୍ମୃତିର ତଟରେ ଉତ୍ତାଳ ତରଙ୍ଗ ଦୁଃଖ ଦିଏ ବାରମ୍ବାର ମଳୟରେ ଆଜି ନିଦାଘର ଛୁଆଁ ବସନ୍ତ ବି ରଂଗହୀନ ଶ୍ରାବଣ ଆଣେନା ଭିଜାମାଟି ବାସ୍ନା ଶରତେ ଦିଶୁନି ଜହ୍ନ ମନ ଅଗଣାରେ ଝରୁନାହିଁ ପ୍ରୀତି ...