ନେସନାଲ ହାଇସ୍କୁଲ ରେ 2008 ରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲି l 2008 ରୁ 2013 ଜୁଲାଇ ପର୍ଯ୍ୟନ୍ତ ସେହି ବିଦ୍ୟାଳୟ ରେ ଶିକ୍ଷକତା କଲାପରେ ଚାକିରୀ ରେ ବଦଳି ହୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ମୋହନଗିରି ରେ ସହକାରୀ ଶିକ୍ଷକ ହିସାବରେ କାର୍ଯ୍ୟରତ ଥିଲି l ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟରେ ପଦୋନ୍ନତି ପାଇଁ 15.09.2026 ରେ ପିଏମଶ୍ରୀ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡାରେ ଅଦ୍ୟାବଧି କାର୍ଯ୍ୟରତ ଅଛି l
ଶିଶୁ ସାହିତ୍ୟ ରେ କବିତା ଓ ଗଳ୍ପ ପଠନ ଓ ଲିଖନ ମୋର ବହୁତ ରୁଚି l
ଏକ ପାଠକ ହିସାବରେ ନିଜକୁ ବହୁତ ଖୁସି ଲାଗେ l