pratilipi-logo ପ୍ରତିଲିପି
ଓଡିଆ

ଆଜି ବି ସେ ଦିନ ମନେ ପଡିଲେ ଡର ଲାଗେ

5563
4.3

ମୋ  ବୁଢ଼ା ଜେଜେ ଆଉ ନାହାନ୍ତି.  କିନ୍ତୁ  ତାଙ୍କର ପ୍ରତିଟି କଥା ମୋ ପାଇଁ ପ୍ରସାଦ ଥିଲା. ମୋ ପିଲା ବେଳୁ ବହୁତ କଥା କିଛି ତାଙ୍କ ଠୁ ଶିଖିଛି. ଶୋଇଲା ବେଳେ କେତେ ମଜା ମଜା ଗପ କୁହନ୍ତି ଆଜି ବି ମନେ ହୁଏ ସେ ଗପ ଶୁଣିବାକୁ. କିନ୍ତୁ ସମୟ ...