pratilipi-logo ପ୍ରତିଲିପି
ଓଡିଆ

ଦାୟୀ କିଏ?

4060
4.4

କାନ୍ଥକୁ ଆଉଜି ବସି ଝରକା ଦେଇ ବାହାର ଆଡକୁ ଚାହିଁ ରହିଥାଏ ସୀମା। କୋଳରେ ତା'ର ଆଖି ବୁଜି ଶୋଇ ରହିଛି ଅସୀମ। ସେମାନଙ୍କର ନାମରୁ ହିଁ ବିପରୀତ ଭାବଧାରା ପ୍ରସ୍ଫୁଟିତ ହୁଏ। ଚରିତ୍ର ମଧ୍ୟ ଏହାକୁ ମଥାପାତି ସ୍ୱୀକାର କରି ନିଏ। ...