Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ସତ ପ୍ରେମ କାହାଣୀ ଲିଜା ଆଉ ସଞ୍ଜୟ ଙ୍କ ଜୀବନ ରେ ଘଟିଥିବା କାହାଣୀ ମୁଁ ଯେତେବେଳେ ଆମ ଗାଁ ରେ ପାଠ ପଡୁଥିଲି ସେତେବେଳେ ମୋର ପାଠ ହୁଏ ନାହିଁ l ମୁଁ 10th exam ରେ ପାସ ବହୁତ କଷ୍ଟ ରେ କରିଲି ମୋ ବାପା ମୋତେ ସ୍ୱାମୀ ...
ବାସ୍ତବ ଜୀବନ 🌹🌹🌹🌹🌹🌹🌹🌹🌹🌹🌹🌹 ଭୁଲ କେଉଁ ମଣିଷର ହୋଇନାହିଁ।ମଣିଷ ନିଜ ଜୀବନରେ ଅନେକ ପ୍ରକାର ଭୁଲ କରିଦେଇଥାଏ।କେତେବେଳେ ଖୁସିହୋଇ ଭୁଲ କରିଥାଏ,ତ କେତେବେଳେ ରାଗରେ,ତ ଆଉ କେତେବେଳେ ମନର ...
ଅପରିଚିତ !!【 ଏକ ସତ୍ୟ ଘଟଣା】 ******** ସୁସ୍ମିତା ବେହେରା ବସ ଭିତରେ ଫିକା ଆଲୁଅ । ଝର୍କା ପାଖ ସିଟରେ କାନ୍ଥ ଆଡକୁ ହାଲ୍କା ଅନ୍ଧାର ଆବୋରି ବସିଥାଏ। ସୁଲଗ୍ନା ଆଖିକୁ ନିଦ ନେସି ହୋଇ ଆସୁଥାଏ। ଗୋଟିଏ ଲମ୍ବା ଓ ବଳିଷ୍ଠ ହାତ ଆସ୍ତେ କରି ...
ଦୁଇଟି ହୃଦୟ, ଦୁଇଟି ମନ ଏବଂ ଦୁଇଟି ଆତ୍ମାର ମିଳନ କୁ ପ୍ରେମ କହନ୍ତି l ସୁଖ ଦୁଃଖର ମିଶାଣ ଫେଡ଼ାଣରେ ଜୀବନ ପରିଗଣିତ l ମଣିଷ ଜୀବନ କେତେବେଳେ କେଉଁ ମୋଡ ଦେବ ତାହା ସମ୍ପୂର୍ଣ ଅଜଣା l ଭାଇ ବାହାଘରର ଭୋଜିରେ ବ୍ୟସ୍ତ ଥାଏ ଦନେଇ l ...
ସେ ପ୍ରଶ୍ନ ନୁହେଁ !! ************ ସୁସ୍ମିତା ବେହେରା ସେ ପ୍ରଶ୍ନ ନୁହେଁ, ପ୍ରଶ୍ନ ଠୁ ବହୁ ଉର୍ଦ୍ଧ ରେ ...। କୌଣସି ରଙ୍ଗର, ରୂପର ଆଶଙ୍କା, ଅସହାୟତା ତାକୁ ଘେରି, ନିଜ ଭିତରେ ସାଉଁଟି ପାରି ନାହାନ୍ତି ଆଜିଯାଏ । ଯେତେ ଥର ଉଦ୍ୟମ ...
ପରିବେଶ ଦିବସରେ ହାତୀ ପାଇଁ ଗପଟିଏ °°°°°°°°°°°°°°°°°°°°°°°°°’°°°°°°°° ଥିଲା ହାତୀଟିଏ। ମାଈ ଟା। ମାନେ ହାତୁଣୀଟିଏ। ତାର ବନ୍ଧ୍ୟା ଦୋଷ ନ ଥିଲା। ତେଣୁ ହେଲା ଗର୍ଭବତୀ। ଜନମ ଆଗରୁ ଛୁଆକୁ ଯତ୍ନ କଲା ଖୁବ। ସୁସ୍ୱାଦୁ ଫଳମୂଳ ଖୋଜିଲା ...
“ "ଘର ଲୋକ , ବାହାର ଲୋକ “ ଅନୁଭୂତି ରୁ ପଦେ ଅଧେ .........ପାର୍ଥ ର ସମ୍ପର୍କ ହୁଏତ ରକ୍ତ ର ନ ହୋଇପାରେ । କିନ୍ତୁ ସମ୍ପର୍କ ଗଢିଉଠେ ବ୍ୟବହାର ରୁ , ଭାବନା ରୁ , ନିଷ୍ଠା ରୁ । ଆଉ ବେଳେ ବେଳେ ବାହାର ଜଣେ ଅପରିଚିତ ଲୋକ ହେଇଯାଏ ...
ଗୋଟିଏ ଜଂଗଲରେ ମହାଚତୁରକ ନାମକ ଏକ ବିଲୁଆ ବାସ କରୁଥାଏ । ଥରେ ଜଂଗଲରେ ବୁଲୁଥିବା ସମୟରେ ଏକ ହାତୀକୁ ମରି ପଡିଥିବାର ଦେଖିଲା । ମଲା ହାତୀକୁ ଦେଖି ସେ ପ୍ରଥମେ ତାର ଚାରି ପାଖରେ କିଛି ସମୟ ପାଇଁ ବୁଲିଲା । ମଲା ହାତୀଟିର ମାଂସ ଖାଇବାକୁ ...
**** ମାଁ ପାଖକୁ ଚିଠି **** ପୂଜନୀୟ ସ୍ନେହ ର ମାଁ, ମୋର ପ୍ରଣାମ ଗ୍ରହଣ କରିବୁ । ବାପା, ଆଇ ,ଜେଜେ,ଖୁଡି ଓ କାକାକୁ ମୋର ପ୍ରଣାମ ଜଣେଇ ଦେବୁ ।ଆଳି ଓ ବିଶୁକୁ ମୋର ସ୍ନେହ ଓ ଆଦର ଜଣେଇ ଦେବୁ ।ଆଶା କରୁଛି ସମସ୍ତେ କୁଶଳରେ ଥିବ । ମୁଁ ମଧ୍ୟ ...
ସଂସାରରେ ମାତୃତ୍ତ୍ବ ସୁଖ ଆଗରେ ଆଉ ସବୁ ଫିକା ଲାଗେ l ମାଆ କେବଳ ସନ୍ତାନ କୁ ଜନ୍ମ ଦିଏନି ବରଂ ସନ୍ତାନ ମଧ୍ୟ ମାଆ ପାଖେ ମମତା ଜଗାଏ ତଥା ନାରୀ ଜୀବନର ପୂର୍ଣ୍ଣତା ଅନୁଭବ କରାଏ l ସେଇ ସୁଖ ମୋ ଜୀବନରେ ବି ଆସିଥିଲା ଆଉ ମୁଁ ଅନେକ ସ୍ବପ୍ନ ...
** ପ୍ରିୟ ପାଠକ ବନ୍ଧୁ କ୍ଷମା କରିବେ !! ଲେଖିବାକୁ ସମୟ ର ଅଭାବ କାହିଁକି ନା, ଏବେ ଆମେ ସମସ୍ତେ ଗାଁ ରେ ଅଛୁ , ତଥାପି ସମୟର ଅଭାବ ବାପା ଆମର ନୂଆ ଧାନ ଫସଲ ଟିଏ କରିଛନ୍ତି । ବିଲ ରେ ଧାନ ପାଚି ଗଲାଣି , ଧାନ କଟା ଯନ୍ତ୍ର ଆସିପାରୁନି । ...
ଗଙ୍ଗଶିଉଳି ଫୁଲ ପ୍ରତ୍ୟେକ ମନୁଷ୍ୟକୁ ଆକର୍ଷିତ କରେ ।କିଛି ଫୁଲ ସୁଗନ୍ଧମୟ ତ କିଛି ଗନ୍ଧହୀନ ।କିଛି ଫୁଲ ଦେବତାଙ୍କ ପୂଜାରେ ଲାଗେ ତ କିଛି ମଉଳିଯାଏ ବଣ ଭିତରେ । ବର୍ତ୍ତମାନ ର କଳୁଷିତ ସମାଜରେ ଅଣନିଶ୍ୱାସୀ ମଣିଷ ଜୀବନ । ଚିନ୍ତାଧାରା ...
କନକ ସୁନ୍ଦରୀ ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ଓ ବଜ୍ରଧ୍ୱନି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ...
♦ #ଅସୁରୁଣୀ ♦ ************************** ✍ #ତପନ_ସାହୁ ଥାଉ ମାଆ !ସେତିକି ଥାଉ! ତୁ ଏବେ ଯାଆ ଶୋଇବୁ। ସେବା ପାଇବାର ସମୟ ମୋର କ'ଣ କୁଆଡେ ପଳେଇ ଯାଉଛି?ନିଇତି ମୋତେ ଘଷିମୋଡି ଦେବା ...
ବରୁଣ ପାହାଡ ନିକଟରେ ‘ମନ୍ଦଭିଷ୍ୟ’ ନାମକ ଏକ ନାଗସାପ ବସବାସ କରୁଥିଲା । ଦିନେ ସେ ଚିନ୍ତାକଲା, ମୁଁ ବୁଢା ହୋଇଯିବାରୁ ଆଉ ଶିକାର କରିପାରୁନାହିଁ । ତେଣୁ କିପରି ମୁଁ ଅଧିକ ପରିଶ୍ରମ ବିନା ଖାଦ୍ୟ ସଂଗ୍ରହ କରିପାରିବି ସେ କଥା ଚିନ୍ତା କଲା । ...