Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ସେଦିନ ଥିଲା କଲେଜ୍ ଜୀବନ ର ଶେଷ ଦିନ।ମନରେ ବହୁତ୍ ଉତ୍କଣ୍ଠା ଆଉ କିଛି ଦୁଃଖ ମଧ୍ୟ।ସାଙ୍ଗ ସାଥି ଙ୍କୁ ଛାଡି ଆସିବା ର।ଆଜିଠାରୁ ଜୀବନ ର ରାସ୍ତା ସମସ୍ତ ଙ୍କ ପାଇଁ ଅଲଗା।ଜୀବନ,ଜୀବିକା ରେ ଆଉ କେବେ କିଏ ବ୍ୟସ୍ତ ରହି ଏକାଠି ଦେଖା ହେବା ...
ଆଜକୁ ପ୍ରାୟ ଆଠବର୍ଷ ବିତିଗଲାଣି । ସେହି ଗୋଟିଏ ସ୍ବପ୍ନ । ନା କେବେ ବଦଳିଛି ନା କେବେ ପୂରା ହୋଇଛି । ସବୁ ବେଳେ ଅଧା ସ୍ବପ୍ନ । ସେହି ଦୁଇ ଆଖି । - କିଏ ତୁମେ ?????? ଏଇ କୁଆଡ଼େ ଯାଉଛ । ସେଇଟି ରହି ଯାଅ ...... ମୁଁ ତମକୁ ...
ଏ କାହାଣୀଟି ହେଉଛି "ତୁମ ସହ ପ୍ରଥମ ଦେଖା" କାହାଣୀର ଦ୍ୱିତୀୟ ସିରିଜ। ୫୦୫ ଭାଗ ପରେ କାହାଣୀଟି ଡିସେମ୍ବର ୨୦୨୧ରେ ସରିଥିଲା। ତେବେ ଟିକିଏ ପୁରୁଣା କାହାଣୀ ମନେ ପକେଇ ନେବା। " ତୁମ ସହ ପ୍ରଥମ ଦେଖା" ସିରିଜ -୧ (ପୁର୍ନରାବୃତି…) ...
ସମ୍ପର୍କ ର ଭିନ୍ନ ମୋଡ ପ୍ରଥମ ଭାଗ ହେ କିଏ କଉଠି ଅଛ ଦଉଡି ଆସ, ହରିପୁର ଗ୍ରାମ ଜମିଦାର ଙ୍କ ଝିଅ ପାଣି ରେ ଵୁଡି ଯାଉଛନ୍ତି। ତାଙ୍କୁ କିଏ ଉଧାର କର.... ରାଧା ମା ଙ୍କୁ କିଏ ଉଧାର କର। ହଠାତ୍ ରାମପୁର ଗ୍ରାମ ର ରାଜୁ ପାଣି କୁ ଡେଇଁ ...
(ଏହି କାହାଣୀଟି ସମ୍ପୂର୍ଣ୍ଣ କାଳ୍ପନିକ। ଏଥିରେ ଥିବା ଚରିତ୍ର ଏବଂ ସ୍ଥାନ ଗୁଡ଼ିକ କେବଳ ମନୋରଞ୍ଜନ ନିମିତ୍ତ। କାହାଣୀଟି ଆପଣ ମାନଙ୍କ ମନକୁ ଛୁଇଁଲେ ଶ୍ରମ ସାର୍ଥକ ହେବ 🙏🏻🙏🏻🙏🏻) ସ୍ମାର୍ଟ୍ ସିଟି ଭୁବନେଶ୍ୱର ନିତି ...
କାକଳି ମହାପାତ୍ର "ମୁଁ ଏକା ତୁମର " #ଭାଗ- ୧ କଲେଜ ଭିତରେ ମିନୁ ଆମ୍ବ ଗଛ ତଳେ ସାଙ୍ଗ ମାନଙ୍କ ସାଙ୍ଗେ ବସିକି ଗୁଲିଖଟି କରୁଛି।ସବୁଥିରେ ମିନୁ ଏକ ନମ୍ବର। ପାଠରେ ସାଠରେ ସବୁଥିରେ ଆଗ। ସାଙ୍ଗ ମାନଙ୍କ ସାଙ୍ଗେ ବସି ହସ ମଜା କରିବା ...
(ପ୍ରତିଲିପି ର ନିୟମିତ ପାଠକ ପାଠିକା ମାନଙ୍କୁ ହୃଦୟର ସହ ଧନ୍ୟବାଦ ,ଅନୁରୋଧ ମୋର ଏହି ନୂଆ ଧାରାବାହିଟିକୁ ପଢି ଆପଣଙ୍କ ସୁଚିନ୍ତିତ ମତାମତ ନିଶ୍ଚୟ ଦେବେ) (ଭାଗ -1)ସେଦିନ 'ପ୍ରୀତି' ନିଜ ସାଙ୍ଗ 'ଲିପି' ସହ କଲେଜ ଯାଇଥିଲା l ସେଦିନ ...
ସଞ୍ଜ ନଇଁ ଆସୁଥାଏ, ଆକାଶରେ ଚଢ଼େଇ ସବୁ ନିଜ ନୀଡ଼କୁ ଫେରି ଆସୁଥାନ୍ତି। ପାଖରେ ଝରି ଯାଉଥିବା ନିର୍ଝରିଣୀର କୁଳୁକୁଳୁ ନାଦ ସ୍ପଷ୍ଟ ଶୁଭୁଥାଏ। ସେପଟେ ପଶ୍ଚିମ ଆକାଶରେ ପାହାଡ଼ ପଛରେ ସୂର୍ଯ୍ୟ ଦେବତା ନିଜ ଘରକୁ ଫେରିବାକୁ ବ୍ୟସ୍ତ ହେଲେଣି। ...
ସମ୍ମାନନୀୟ ପାଠକ ବନ୍ଧୁ ଆପଣ ମାନଙ୍କ ସ୍ନେହ ଓ ଶ୍ରାଦ୍ଧ ପାଇଁ ମୁଁ ମୋର ଦିତୀୟ ଲେଖା ଆରମ୍ଭ କରିବା କୁ ଯାଉଛି। ଆସ କରୁଛି ଆପଣ ମାନେ ଯେପରି ମୋ ର ପୂର୍ବ ଲେଖା କୁ ଭଲ ପାଇବା ଦେଇଥିଲେ ଏହି ଲେଖାକୁ ମଧ୍ୟ ଦେବେ। ଆଜ୍ଞା ଏହି ...
ଅଫିସରୁ ଫେରୁ ଫେରୁ ଆଜି ବି ବିଳମ୍ବ ହୋଇଯାଇଥିଲା | ସପ୍ତାହର ଚତୁର୍ଥ ଦିନ ଥିଲା ମୁଁ ରାତି ଦଶଟା ପରେ ଘରକୁ ଫେରୁଥିଲି | ରାତିର ଅନ୍ଧାରରେ ବି ରାସ୍ତା ପାର୍ଶ୍ଵରେ ଥିବା ବଡ଼ ବଡ଼ ଲାଇଟ୍ ସେମିତି ଜଳୁଥାଏ ଏବଂ ରାସ୍ତାକୁ ...
ପ୍ରେମ କାହା ଜୀବନରେ ସୁଖ ଭରି ଦେଇ ଥାଏ ତୋ କାହା ଜୀବନରେ ଯନ୍ତ୍ରଣା ଭରା|ପ୍ରେମ ରେ ଯଦି ପରିବାର ସହମତି ଥାଏ ତାହେଲେ ସେ ପ୍ରେମ ଅନୁଭବ କିଛି ଅଲଗା ହୋଇଥାଏ |ଯଉ ଝିଅ କୁ ପ୍ରେମ ନା ଶୁଣିଲେ ଜର ଆସୁଥିଲେ ସେହି ...
ଅତୀତର ପ୍ରତିଛବି❤️❤️ ◾◾◾◾◾◾◾◾◾◾◾ ଭାଗ -୧ ◾◾◾◾ ଆଜି ମୋର ବାହାଘର ମନରେ ଟିକେ ବି ଖୁସି ନାହିଁ ମନ ଖାଲି ବିଚଳିତ। ମନରେ ବହୁତ ପ୍ରଶ୍ନ ଏ ବାହାଘରରେ ମୁଁ ଖୁସି ତ ଏ ବାହାଘରରେ ମୁଁ ସେ ଝିଅ ର ଜୀବନ ନଷ୍ଟ କରିବିନି ତ ...
ପ୍ରେମ ର ଝଲକ ଭାଗ -1 ସାତ ମାସ ହେଲାଣି ଚିନ୍ମୟ ବିଦେଶ କୁ ଗଲାଣି ଥରୁ ଟିଏ ବି ନିଜ ଆଡୁ ଫୋନ କରୁନି ,ସତରେ କଣ ବାହାହେଲା ପରେ ପୁଅ ମାନେ ବଦଳି ଯାଆନ୍ତି ?ବୋହୂ ମାନେ କଣ ନିଜ ଝିଅ ପରି ହେଇପାରନ୍ତିନି ?ଏମିତି ସବୁ ପ୍ରଶ୍ନ ଆନ୍ଦୋଳିତ ...
ଝିଅ ମାନେ ଭାରି ଫୁଲେଇ ନା l କଥା କଥାରେ ଫୁଲେଇ ହେବା ଗୁଣ ଟା ବୋଧେ ତାଙ୍କ ଜନ୍ମ ରୁ ତାଙ୍କ ରୂପ ଗୁଣ ପ୍ରକୃତି ସହ ଯୋଡି ହୋଇ ଯାଇଥାଏ l ପେଟ ରେ ଗୋଟିଏ କଥା ମୁହଁରେ ଗୋଟିଏ କଥା l ପ୍ରେମ ମାମଲା ରେ ଟିକେ ଅଧିକ l ଉପରେ ନାଇଁ ନାଇଁ ପେଟ ...
(ଭାଗ -1) 'ସାଇନା ' ର ପାରିବାରିକ ସ୍ଥିତି ସେତେଟା ଭଲ ନୁହେଁ ତେଣୁ ସେ +2 ପରେ ଆଉ ପଢିବାକୁ ତାର ବାପା, ମା' ମନାକରିବାରୁ ତାର ମାମୁଁ ତାର ନାଁ ଲେଖାଇଦିଅନ୍ତି ରାଉରକେଲା ର ଏକ କଲେଜ ରେ +3ରେ l ସାଇନା ନିଜ ମାମୁଁଘରକୁ ଆସିଯାଏ ...