ଆକାଉଣ୍ଟ ଓ ପ୍ରିଫରେନସ
ଆରମ୍ଭ
ପ୍ରତିଲିପି ବ୍ୟବହାର
ପ୍ରତିଲିପିରେ ଆପଣ ନିଜ ମନ ପସନ୍ଦର କାହାଣୀ/କବିତା ଓ ଲେଖା ଲେଖି ପାରିବେ ଓ ଯେ କୌଣସି ସମୟରେ ପଢି ପାରିବେ ।
ଏଥିପାଇଁ ଦୟାକରି ପ୍ରଥମେ ସାଇନ ଅପ କରି ନିଜର ଏକାଉଣ୍ଟ ତିଆରି କରନ୍ତୁ । ଏହାପରେ ଆପଣ ନିଜ ମନ ପସନ୍ଦର ଲେଖକଙ୍କ ଲେଖା ନିଜ ଭାଷାରେ ପଢି ପାରିବେ,ଲେଖି ପାରିବେ,ନିଜ ଲାଇବ୍ରେରୀ ରେ ସଜାଡି ରଖି ପାରିବେ ।
ଆପ ଡାଉନଲୋଡ
ଆପଣ ଗୁଗଲ ପ୍ଲେ ଷ୍ଟୋର ରୁ ପ୍ରତିଲିପି ଆପ ଡାଉନଲୋଡ଼ କରିପାରିବେ (https://play.google.com/store/apps/details?id=com.pratilipi.mobile.android&hl=en)
ଲଗିନ
ପ୍ରତିଲିପି ରେ ସାଇନ ଇନ ବା ସାଇନ ଅପ
ଆପଣ ନିଜର ଯେକୌଣସି ଶୋସିଆଲ ଆକାଉଣ୍ଟ(ଫସବୁକ/ଗୁଗଲ) କିମ୍ବା ଇମେଲ ଅଡ୍ରେସ ବ୍ୟବହାର କରି ସାଇନ ଇନ କରିପାରିବେ ।
ଆକାଉଣ୍ଟ କୁ ଲଗିନ କରିପାରୁ ନାହାନ୍ତି ?
ସାଇନ ଇନ ପେଜ ରେ
୧) ସାଇନ ଇନ ପେଜ ରେ ନିଜର ଇମେଲ ଦିଅନ୍ତୁ ଓ ଆଗକୁ ବଢନ୍ତୁ
୨) ତଳେ ଆପଣଙ୍କୁ "ପାସୱାର୍ଡ ଭୁଲିଯାଇଛନ୍ତି" ଲିଙ୍କ ମିଳିବ
୩) ନିଜର ଇମେଲ ନିଶ୍ଚିତ କରନ୍ତୁ ଓ "ଲିଙ୍କ ପଠାନ୍ତୁ" ଉପରେ କ୍ଲିକ କରନ୍ତୁ
୪) ନିଜର ଇମେଲ କୁ ଯାଆନ୍ତୁ ଓ ପ୍ରତିଲିପି ତରଫରୁ ଆସିଥିବା ଇମେଲ କୁ ଦେଖନ୍ତୁ
୫) ଇମେଲ ରେ ଆସିଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ଓ ନୂଆ ପାସୱାର୍ଡ ବାଛନ୍ତୁ
୬) ଏବେ ପ୍ରତିଲିପି କୁ ଯାଆନ୍ତୁ ଓ ନିଜର ଇମେଲ ଓ ପାସୱାର୍ଡ ଦେଇ ପଢିବା ଓ ଲେଖିବା ଆରମ୍ଭ କରନ୍ତୁ !
ଆକାଉଣ୍ଟ ସାଇନ ଆଉଟ
ପ୍ରତିଲିପି ଆପ କିମ୍ବା ୱେବସାଇଟ
୧) ପ୍ରୋଫାଇଲ ଫୋଟୋ ଉପରେ କ୍ଲିକ କରନ୍ତୁ
୨) ସେଟିଙ୍ଗ କୁ ଯାଆନ୍ତୁ
୩) ସାଇନ ଆଉଟ ବଟନ ଉପରେ କ୍ଲିକ କରନ୍ତୁ
ଆକାଉଣ୍ଟ ଡିଲିଟ
ଆପଣ ଆକାଉଣ୍ଟ ଡିଲିଟ କରିବାକୁ ଚାହୁଁଛନ୍ତି ବୋଲି ଆମକୁ odia@pratilipi.com ରେ ମେଲ କରନ୍ତୁ ଆମେ ଆପଣଙ୍କ ଆକାଉଣ୍ଟ ଡିଲିଟ କରିଦେବୁ ।
ଆକାଉଣ୍ଟ ସେଟିଙ୍ଗ
ମୋ ପ୍ରୋଫାଇଲ
ଆପଣ ନିଜ ବିଷୟରେ ଯେଉଁ କଥା ନିଜ ପାଠକ/ଲେଖକ ମାନଙ୍କ ସହିତ ସେୟାର କରିବାକୁ ଚାହିଁବେ ତାହା ଆପଣଙ୍କ ପ୍ରୋଫାଇଲ ରେ ରହିବ । ଆପଣ ଲେଖିଥିବା ଲେଖା,ନିଜର ଲାଇବ୍ରେରୀ କଲେକ୍ସନ,କମେଣ୍ଟ ଓ ରିଭ୍ୟୁ ତଥା ଆପଣ ପଢିଥିବା ଓ ଆପଣଙ୍କ ଲେଖା କେତେଜଣ ପଢ଼ିଛନ୍ତି ତାହା ଏଥିରେ ଉପଲବ୍ଧ ହେବ ।
ନୋଟିଫିକେସନ ପ୍ରିଫରେନ୍ସସ
ଆପଣ କେତେଥର,କେଉଁ ବିଷୟରେ ଓ କେଉଁ ସମୟରେ ନୋଟିଫିକେସନ ପାଇବାକୁ ଚାହାନ୍ତି ତଥା ବନ୍ଦ କରିବାକୁ ଦୟାକରି ନୋଟିଫିକେସନ ବିଭାଗକୁ ଯାଆନ୍ତୁ ।
ପ୍ରତିଲିପି ଅପ୍ପଲିକେସନ ରେ
୧) ନିଜ ପ୍ରୋଫାଇଲ ଉପରେ କ୍ଲିକ କରନ୍ତୁ
୨) ସେଟିଙ୍ଗ କୁ ଯାଆନ୍ତୁ
୩) ନୋଟିଫିକେସନ କୁ ଯାଆନ୍ତୁ
୪) ଆବଶ୍ୟକ ଅନୁସାରେ ବଦଳାନ୍ତୁ
ଇମେଲ ଡାଇଜେଷ୍ଟ
ଉପରେ ଲେଖା ଯାଇଥିବା ନୋଟିଫିକେସନ ସେଟିଙ୍ଗ ରେ ଆପଣ କେତେଥର ଇମେଲ ଡାଇଜେଷ୍ଟ ପାଇବାକୁ ଚାହାଁନ୍ତି ତାହା ବଦଳାଇପାରିବେ । ଯଦି ଆପଣ ଇମେଲ ଡାଇଜେଷ୍ଟ ପାଇବାକୁ ଚାହାଁନ୍ତି ନାହିଁ ତେବେ ତଳେ "ଅନସବସ୍କ୍ରାଇବ ଲିଙ୍କ" ଉପରେ କ୍ଲିକ କରନ୍ତୁ ।
ପାସୱାର୍ଡ ବଦଳାନ୍ତୁ
ପ୍ରତିଲିପି ଅପ୍ପଲିକେସନ ରେ
୧) ନିଜ ପ୍ରୋଫାଇଲ ଉପରେ କ୍ଲିକ କରନ୍ତୁ
୨) ସେଟିଙ୍ଗ କୁ ଯାଆନ୍ତୁ
୩) ନିଜ ଆକାଉଣ୍ଟ କୁ ଯାଆନ୍ତୁ
୪) ପାସୱାର୍ଡ ବଦଳାନ୍ତୁ ବିକଳ୍ପ ବାଛନ୍ତୁ
୫) ନିଜର ନୂଆ ପାସୱାର୍ଡ ଦିଅନ୍ତୁ ଓ ପୁରୁଣା ପାସୱାର୍ଡ ଦିଅନ୍ତୁ ଓ ଆଗକୁ ବଢ଼ାନ୍ତୁ
ମିଶାମିଶି ପ୍ରଶ୍ନ
ସମସ୍ୟା କିମ୍ବା ମତାମତ ପାଇଁ
ପ୍ରତିଲିପି ଅପ୍ପଲିକେସନ ରେ
୧) ନିଜ ପ୍ରୋଫାଇଲ ଉପରେ କ୍ଲିକ କରନ୍ତୁ
୨) ସେଟିଙ୍ଗ କୁ ଯାଆନ୍ତୁ
୩) ସପୋର୍ଟ କୁ ଯାଆନ୍ତୁ
୪) ଏବେ ସଠିକ ଅପସନ ବାଛନ୍ତୁ ଓ ନିଜର ମତାମତ ପଠାନ୍ତୁ
ସମ୍ପର୍କ
କୌଣସି ମତାମତ କିମ୍ବା ଅସୁବିଧା ପାଇଁ ଦୟାକରି - ଆପଣଙ୍କ ସମସ୍ୟା ସବୁ ପ୍ରତିଲିପି ଆପ ର ସେଟିଙ୍ଗ ରେ ଥିବା "ସହାୟତା କେନ୍ଦ୍ର" ରେ "ସହାୟତା" ବିକଳ୍ପ ରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ। ଏହା ଆମକୁ ଆପଣଙ୍କ ପ୍ରୋଫାଇଲ୍ ପାଇବାରେ ସହାୟକ ହେବ ଓ ଆମେ ସମସ୍ୟା ସହଜରେ ସମାଧାନ କରି ପାରିବୁ।
odia.pratilipi.com ରେ ଇ ମେଲ କରନ୍ତୁ