
ପ୍ରତିଲିପି**ଏହି ଲେଖାକୁ ଭଲ ଭାବେ ପଢ଼ନ୍ତୁ। ଏହି ପ୍ରୋଗ୍ରାମକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ପରେ ହିଁ ଶେଷରେ ଦିଆୟାଇଥିବା ରେଜିଷ୍ଟ୍ରେସନ ଲିଙ୍କକୁ ଖୋଲନ୍ତୁ**
*************************************
ପ୍ରିୟ ଲେଖକ,
ପ୍ରତିଲିପି ପ୍ରିମିୟମ କାର୍ଯ୍ୟକ୍ରମର ଅଦ୍ଭୁତପୂର୍ବ ସଫଳତା ପରେ ଆପଣଙ୍କ ପାଇଁ ପ୍ରତିଲିପି ଏବେ ଆରମ୍ଭ କରିବାକୁ ଯାଉଛି "ପ୍ରତିଲିପି ଫେଲୋସିପ କାର୍ଯ୍ୟକ୍ରମ 2.0"। 8 ସେପ୍ଟେମ୍ବର ରେ ଆରମ୍ଭ ହେବାକୁ ଯାଉଥିବା 7 ଦିନର ଏହି ମାଗଣା କର୍ମଶାଳା ରେ ଆପଣ ଭାଗନେଇ, ଦୀର୍ଘ ଧାରାବାହିକ ଲେଖିବା ତଥା ପ୍ରିମିୟମ ନିମନ୍ତେ ଆବଶ୍ୟକୀୟ ସମସ୍ତ ସୂଚନା ପାଇ ପାରିବେ।
ଆମର ପୂର୍ବ କର୍ମଶାଳାରେ ପାଖାପାଖି 10 ହଜାର ରୁ ଅଧିକ ଲେଖକ ଭାଗନେଇ ନିଜର ଧାରାବାହିକ ଲେଖା ପ୍ରକାଶ କରିଛନ୍ତି। ଏହି ନୂଆ କାର୍ଯ୍ୟକ୍ରମରେ ଏହାକୁ ଗୋଟିଏ ଷ୍ଟେପ୍ ଆଗକୁ ନିଆଯାଇ କିପରି ଭାବରେ ଆପଣ ନିଜର ଲେଖାକୁ ପ୍ରିମିୟମ ରେ ଯୋଗ କରି ପାରିବେ ଓ ଏହାର ଲାଭ କିପରି ଉଠାଇ ପାରିବେ ଓ ସର୍ବପ୍ରଥମେ ଆପଣ ନିଜର ପ୍ରିମିୟମ ଯୋଗ୍ୟ ଲେଖା କିପରି ପ୍ରକାଶ କରିବେ ସେ ବିଷୟରେ 7 ଦିନର ମାଗଣା କର୍ମଶାଳାରେ ଶିଖିବାକୁ ମିଳିବ। ଆପଣ ଏଥିରେ ନିଜର ପ୍ରତିଲିପି ତଥା ପ୍ରତିଲିପି ବାହାରର ସମସ୍ତ ଲେଖକ ବନ୍ଧୁ ମାନଙ୍କୁ ନିମନ୍ତ୍ରିତ କରି ପାରିବେ।
*************************************
1. କିପରି ସହଜରେ ନିଜର ଦୀର୍ଘ ଧାରାବାହିକର ପରିକଳ୍ପନା କରି ପାରିବେ ଓ ଏହାକୁ ବାସ୍ତବ ରୂପ ପ୍ରଦାନ କରି ପାରିବେ
2. କିପରି ଭିନ୍ନ ଭିନ୍ନ ବିଷୟ ଯେପରି ପ୍ରେମ/ସାମାଜିକ/ରୋମାଞ୍ଚକର ଆଦି ବିଷୟରେ ଲେଖି ପାରିବେ
3. ପ୍ରତିଲିପି ରେ କାହିଁକି ଦୀର୍ଘ ଧାରାବାହିକ ଲେଖିବେ ? ଏହାକୁ କାହିଁକି ପ୍ରଧ୍ୟାନ୍ୟ ଦିଆଯାଉଛି ?
4. ଲକ୍ଷ ଲକ୍ଷ ପାଠକ ମାନଙ୍କ ନିକଟରେ କିପରି ଅନ୍ ଲାଇନ୍ ପହଞ୍ଚିବେ। –
5. କିପରି ଆପଣ ନିଜର ଛୋଟ କାହାଣୀକୁ ସହଜରେ 50+ ଭାଗରେ ପ୍ରକାଶ କରିବେ
6. ପ୍ରତିଲିପି ରେ ପ୍ରିମିୟମ ଟ୍ରେଣ୍ଡ କିପରି ଜାଣିବେ
7. ଅଧିକ ରୋଜଗାର ଓ ଲୋକପ୍ରିୟ ହେବାର କିଛି ସ୍ଵତନ୍ତ୍ର ଟିପ୍ସ ଜାଣିବେ।
8. କିପରି ନୂଆ ଟେକ୍ ଆଦିକୁ ନିଜ ଲେଖାରେ ସହାୟତା ନିମନ୍ତେ ବ୍ୟବହାର କରି ପାରିବେ
9. ବାସ୍ତବରେ ଲେଖକ ଲେଖିବା ସମୟରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଜାଣିବେ
*************************************
ଆମେ ଅନୁଭବ କରିଛୁ ଯେ ଆମର ଅନେକ ଲେଖକ ଯଦି ସ୍ୱତନ୍ତ୍ର ଏବଂ ବେଷ୍ଟସେଲର ଲମ୍ବା ସିରିଜ ଲେଖିବା ଆରମ୍ବ କରିବେ ଜଡି ସେମାନଙ୍କୁ ଲମ୍ବା ଫର୍ମ ସିରିଜ ଲେଖିବା ଉପରେ ତାଲିମ ଦିଆୟାଏ। ତେଣୁ ଆମେ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ। ଯଦି ଆପଣ ଆପଣଙ୍କ ନାମ ଲେଖାଇବେ, ତେବେ ଆପଣ ବହୁ-ଭାଗ ବିଶିଷ୍ଟ ଦୀର୍ଘ-ରୂପ ପ୍ରିମିୟମ ବେଷ୍ଟସେଲର ସିରିଜ୍ କିପରି ଲେଖିବେ ତାହାର ବିଭିନ୍ନ କୌଶଳ ଉପରେ ପ୍ରତିଲିପି ର ଟିମ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ହେବେ। ଏହି ପ୍ରଶିକ୍ଷଣ ପରେ, ଆପଣ ସହଜରେ ଲମ୍ବା ସିରିଜ ଲେଖିବାର ଯୋଜନା କରି ପାରିବେ ଏବଂ ଲେଖିପାରିବେ, ଯାହା ଆପଣଙ୍କୁ ପ୍ରତିବର୍ଷ 2 ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ କରିବାରେ ସକ୍ଷମ କରିବ।
*************************************
1.ପ୍ରଶିକ୍ଷଣ ପରେ ଆପଣଙ୍କ ପାଖରେ ବହୁ ଭାଗ ପ୍ରିମିୟମ ସିରିଜ୍ କିପରି ଲେଖିବେ ସେ ବିଷୟରେ ଗଭୀର ଜ୍ଞାନ ରହିବ ଯାହା ପାଠକମାନେ ପସନ୍ଦ କରିବେ, ଏହା ସହିତ ପ୍ରତି ମାସରେ ପ୍ରିମିୟମ ରୟାଲଟି ମାଧ୍ୟମରେ ଆପଣଙ୍କର ଆୟ ବୃଦ୍ଧି ହେବ।
2.ଜୀବନବ୍ୟାପୀ ସମସ୍ତ ପ୍ରଶିକ୍ଷଣ ସାମଗ୍ରୀ ଏବଂ ଭିଡିଓ, ଥରେ ଆପଣ ସଫଳତାର ସହ 7 ଦିନ ଲାଇଭ୍ ଲେଖନ ମାଷ୍ଟରକ୍ଲାସ୍ ସମାପ୍ତ ପରେ ।
3. ଆମର ପ୍ରଶିକ୍ଷଣ ଅନୁସାରେ ଗୋଟିଏ ସିରିଜ୍ ଲେଖିବା ପରେ ଆପଣ ପ୍ରତିଷ୍ଠିତ 'ପ୍ରତିଲିପି ଫେଲୋସିପ୍ ସଦସ୍ୟ' ମାନଙ୍କ ମଧ୍ୟରୁ ଜଣେ ହୋଇୟିବେ ଏବଂ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାୟାଇଥିବା ପ୍ରତିଲିପି ଟ୍ରେନିଂ ସାର୍ଟିଫିକେଟ୍ ସହିତ ପୁରସ୍କୃତ ହେବେ।
4. ପ୍ରତିଲିପି ଫେଲୋସିପ ସଦସ୍ୟ ଭାବରେ ଆପଣ ପ୍ରତିଲିପି ଟିମରୁ ଅନେକ ଏକ୍ସକ୍ଲୁସିଭ ଲାଭ ପାଇବେ ଯାହା ନିମ୍ନରେ ଉଲ୍ଲେଖ କରାୟାଇଛି:
ଆପଣଙ୍କ ଧାରାବାହିକଟି ମାସ ମାସ ଧରି କେବଳ ପ୍ରଟିଲିପିର ମୂଳ ପୃଷ୍ଠାରେ ପ୍ରଚାର କରାୟିବ।
ଆପଣଙ୍କ ସିରିଜକୁ ଆମର ଅଫିସିଆଲ ପ୍ରତିଲିପି ଫେସବୁକ ପେଜରେ ମାର୍କେଟିଂ କରାୟିବ।
ପ୍ରତିଲିପି ଦଳ ସବୁବେଳେ ଫୋନ୍/WhatsApp ରେ ଉପଲବ୍ଧ ରହିବ ଏବଂ କାହାଣୀ ଲେଖିବା ସମୟରେ ଅଟକି ରହିଥିବାର ଅନୁଭବ ହେଲେ ଆପଣଙ୍କୁ ମାର୍ଗଦର୍ଶନ କରିବ।
*************************************
8 ସେପ୍ଟେମ୍ବର 2023ରୁ ପ୍ରତିଲିପି ଦଳ ଦ୍ୱାରା ପ୍ରତ୍ୟହ 7 ଦିନ ଧରି ପ୍ରତ୍ୟହ 1 ଘଣ୍ଟାର ଲାଇଭ ଭିଡିଓ ପ୍ରଶିକ୍ଷଣ ସେସନର ଆୟୋଜନ କରିବ।
ଟ୍ରେନିଂ ସରିବା ପରେ ଆପଣଙ୍କୁ ଏକ ଦୀର୍ଘ ଫର୍ମ ମଲ୍ଟି ପାର୍ଟ ସିରିଜ୍ ଲେଖିବାକୁ ହେବ। ଯଦି ଆପଣ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସିରିଜ୍ ଲେଖିବା ଶେଷ କରିବେ, ତେବେ ଆପଣ 'ପ୍ରତିଲିପି ଫେଲୋସିପ୍ ମେମ୍ବର' ହେବା ପାଇଁ ଏକ ଏକ୍ସକ୍ଲୁସିଭ୍ ସୁୟୋଗ ପାଇବେ ଏବଂ ଆପଣଙ୍କ ଘର ଠିକଣାରେ ଏକ ଏକ୍ସକ୍ଲୁସିଭ୍ ପ୍ରତିଲିପି ଟ୍ରେନିଂ ସାର୍ଟିଫିକେଟ୍ ପାଇବେ।
*************************************
8 ସେପ୍ଟେମ୍ବର 2023ରୁ ପ୍ରତିଲିପି ଦଳ ପ୍ରତ୍ୟହ 7 ଦିନ ଧରି ପ୍ରତ୍ୟହ 1 ଘଣ୍ଟାର ଲାଇଭ ଭିଡିଓ ପ୍ରଶିକ୍ଷଣ ସେସନର ଆୟୋଜନ କରିବ।
ଆପଣ ଲେଖିବା ପାଇଁ ଆଗ୍ରହୀ କି? ଆପଣ ନିଜ ଲେଖା କ୍ୟାରିୟରକୁ ପ୍ରତିଷ୍ଠିତ କରି ପ୍ରତି ମାସରେ ରୋଜଗାର କରିବାକୁ ଚାହୁଁଛନ୍ତି କି? ଭାରତର ସବୁଠାରୁ ବଡ଼ ଅନଲାଇନ୍ ସାହିତ୍ୟ ମଞ୍ଚ 'ପ୍ରତିଲିପି'ରୁ ସ୍ୱତନ୍ତ୍ର ତାଲିମ୍ ନେବା ଏବଂ ଗଳ୍ପ ରଚନାରେ ପାରଙ୍ଗମ ହେବା ପାଇଁ ଏହା ହେଉଛି ଆପଣଙ୍କ ଜୀବନକାଳର ସୁୟୋଗ।
ତଳେ ଦିଆୟାଇଥିବା ଫର୍ମ ପୂରଣ କରି ଆଜି ହିଁ ରେଜିଷ୍ଟର କରନ୍ତୁ!
ପ୍ରତିଲିପି ଫେଲୋସିପ କାର୍ୟ୍ୟକ୍ରମରେ ପଞ୍ଜିକରଣ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ-
https://forms.gle/TjGCp49hLV1huXVt9
(ଧ୍ୟାନ ଦିଅନ୍ତୁ - ଏହି ଏନରୋଲମେଣ୍ଟ ଫର୍ମ ସେପ୍ଟେମ୍ବର 7 ପରେ ବନ୍ଦ ହୋଇୟିବ। ଏହା ପରେ କୌଣସି ଆବେଦନକୁ ଗ୍ରହଣ କରାୟିବ ନାହିଁ।)
ଧନ୍ୟବାଦ,
ପ୍ରତିଲିପି ଫେଲୋସିପ୍ ଟିମ୍