pratilipi-logo ପ୍ରତିଲିପି
ଓଡିଆ

ନିଜର ଅଫଲାଇନ/ନିଜ ଠିକଣାରେ ମାନପତ୍ର ପାଇବା ପାଇଁ

03 ଅକ୍ଟୋବର 2023

ପ୍ରତିଲିପି ଫେଲୋସିପ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ଯୟ/ସିଜିନ ୧(ସମାପ୍ତ) -

A. ନିଜର ଅଫଲାଇନ/ନିଜ ଠିକଣାରେ ମାନପତ୍ର ପାଇବା ପାଇଁ -
1. ନିଜର ଅଫଲାଇନ/ନିଜ ଠିକଣାରେ ମାନପତ୍ର ପାଇବା ପାଇଁ ଆପଣ ପ୍ରଥମେ ଫର୍ମରେ ପଞ୍ଜିକରଣ କରି WhatsApp ଗ୍ରୁପରେ ସାମିଲ

ହୋଇଥିବେ।

କାର୍ଯ୍ୟକ୍ରମ ଆରମ୍ଭରୁ ପଞ୍ଜିକରଣ କରିଥିବା ଲେଖକ ମାନଙ୍କ ନାମ - ଦେଖନ୍ତୁ

2. ଆପଣ 50 ଭାଗ ଲେଖି ପ୍ରକାଶ କରିଥିବେ।
3 .ଯେତେବେଳେ ଠିକଣା ଫର୍ମ ଆପଣଙ୍କ ସହ ସେୟାର କରାଯାଇଥିଲା ସେତେବେଳେ ଆପଣ ନିଜର ଠିକଣା ଦେଇଥିବେ।

ଟ୍ରାକିଙ୍ଗ id(ଆପଣଙ୍କୁ ଅଫଲାଇନ ମାନପତ୍ର ପଠାଇ ଦିଆଯାଇଛି)

B. ଇ-ମେଲରେ ଇ-ସାର୍ଟିଫିକେଟ ନିମନ୍ତେ -
ଆରମ୍ଭରେ ପଞ୍ଜୀକୃତ ହୋଇନଥିଲେ, WhatsAppରେ ସାମିଲ ହୋଇନଥିଲେ କିନ୍ତୁ, 50 କିମ୍ବା ତା'ଠାରୁ ଅଧିକ ଅଂଶ ପ୍ରକାଶ କରିଛନ୍ତି। ଆପଣଙ୍କୁ ମେଲ୍ ରେ ଇ-ଇ-ସାର୍ଟିଫିକେଟ୍ ମିଳିବ।

WhatsApp ରେ ଯୋଗ ଦେଇଛନ୍ତି , ପଞ୍ଜୀକୃତ କରିଛନ୍ତି କିନ୍ତୁ 50 ଭାଗ ପ୍ରକାଶ କରି ନାହାନ୍ତି - ମାନପତ୍ର ମିଳିବ ନାହିଁ।

WhatsAppରେ ଯୋଗ ଦେଇଛନ୍ତି , ପଞ୍ଜୀକୃତ କରିଛନ୍ତି , 50 ଭାଗ ପ୍ରକାଶ କରିଛନ୍ତି କିନ୍ତୁ ଠିକଣା ଦେଇ ନାହାନ୍ତି - କୌଣସି ମାନପତ୍ର ପଠାଇ ହେବ ନାହ୍ହି (କେମିତି ?)

ପଞ୍ଜୀକୃତ କରିନାହାନ୍ତି , WhatsAppରେ ସାମିଲ ହୋଇନାହାନ୍ତି , 50 କିମ୍ବା ତା'ଠାରୁ ଅଧିକ ଅଂଶ ଲେଖା ପ୍ରକାଶ କରି ନାହାନ୍ତି - ଆଦୌ ପ୍ରମାଣ ପତ୍ର ନାହିଁ।