pratilipi-logo ପ୍ରତିଲିପି
ଓଡିଆ

ନୂଆ ମହାଧରବହିକ ମହୋତ୍ସବ ୨୦୨୩

30 ମାର୍ଚ୍ଚ 2025

ପ୍ରିୟ ପ୍ରତିଲିପି ଲେଖକ ଓ ପାଠକ ମଣ୍ଡଳୀ,

 
 
 
ପ୍ରତିଯୋଗିତାରେ ଦାଖଲ ହୋଇଥିବା କାହାଣୀ ମଧ୍ୟରୁ ତଳେ ସ୍ଥାନ ପାଇଥିବା କାହାଣୀ ସବୁକୁ ଯାଞ୍ଚ୍ କରନ୍ତୁ ଓ ଏହା ମଧ୍ୟରୁ କୌଣସି କାହାଣୀ ହଟାଇବା ପାଇଁ ଚାହୁଁଥିଲେ ଆମକୁ କାରଣ ସହିତ [email protected] 30 ଅପ୍ରେଲ ପୂର୍ବରୁ ଜଣାନ୍ତୁ। 1 ମଇ ଦିନ ଏହା ବିଚାରକ ମଣ୍ଡଳୀଙ୍କ ନିକଟକୁ ବିଚାର ନିମନ୍ତେ ପଠାଇ ଦିଆଯିବ।
 

 

link Part length avg min Name speelled in Odia Name speelled in Odia Name Parts count
https://odia.pratilipi.com/series/oae9kqsnp2ev 5 ଅପରାଜିତା ମହାନ୍ତି ଅପରାଜିତା ମହାନ୍ତି aparajita-mohanty 407
https://odia.pratilipi.com/series/syblqmcjdapz 5 ଅଞ୍ଜଳୀ ଗିରି ଅଞ୍ଜଳୀ ଗିରି anjali-giri 407
https://odia.pratilipi.com/series/006rlw3hyzh2 4.89 ଲୋସନା ପତ୍ର ଲୋସନା ପତ୍ର losana-patra 365
https://odia.pratilipi.com/series/ghnbbnbk5d7d 5.05 କୃପାସିନ୍ଧୁ ମହାପାତ୍ର କୃପାସିନ୍ଧୁ ମହାପାତ୍ର krupasindhu-mohapatra 376
https://odia.pratilipi.com/series/mszchecrqukt 5 ଜୟଶ୍ରୀ ସାହୁ ଜୟଶ୍ରୀ ସାହୁ jayashree-sahu 366
https://odia.pratilipi.com/series/yxllyg5lj2ir 4.88 ରାଜଲକ୍ଷ୍ମୀ ମହାନ୍ତି ରାଜଲକ୍ଷ୍ମୀ ମହାନ୍ତି rajalaxmi-mohanty 386
https://odia.pratilipi.com/series/8dd56qzvafrx 5.3 ମାନୀ ବେହେରା ମାନୀ ବେହେରା mani-behera 408

 

ପ୍ରତିଯୋଗିତାର ଫଳାଫଳ ଯାଞ୍ଚ୍ କରାଯାଉଛି। ସମସ୍ତ ଧାରାବାହିକ ଯାହାର ଭାଗ ସଂଖ୍ୟା 365 ରୁ ଅଧିକ ହୋଇଥିବ ଓ ପ୍ରତି ଭାଗରେ 5 ମିନିଟ୍ ରୁ ଅଧିକ ଅବଧିର ଶବ୍ଦ ପ୍ରକାଶିତ ହୋଇଥିବ ସେହି ଧାରାବାହିକ ଗୁଡ଼ିକୁ ବିଚାରକୁ ନିଆଯିବ।
 
ଯେହେତୁ ଏଥିରେ ଭାଗର ଶବ୍ଦ ସଂଖ୍ୟା ଉପରେ ଗୁରୁତ୍ଵ ଦିଆଯିବାକୁ ଆପଣ ମାନେ ଅନୁରୋଧ କରିଛନ୍ତି, ଦାଖଲ ହୋଇଥିବା ସମସ୍ତ ଧାରାବାହିକ ଗୁଡ଼ିକର ନାମ ଓ ଏହାର ଭାଗର ଅବଧି ଉଲ୍ଲେଖ କରି 30 ମାର୍ଚ୍ଚ ପୂର୍ବରୁ, ଏକ ବ୍ଲଗ୍ ପୋଷ୍ଟ କରାଯାଇଅଛି
 
365/400/500 ଭାଗର ଧାରାବାହିକରେ 365/400/500 *5 ମିନିଟ୍ ଅବଧିର ଭାଗ ପ୍ରକାଶିତ ହୋଇଥିବା ଆବଶ୍ୟକ। କେବଳ ଏହି ଧାରାବାହିକ ଗୁଡ଼ିକୁ ପ୍ରତିଯୋଗିତାରେ ସାମିଲ୍ କରି ପୁନଃ ମୂଲ୍ୟାଙ୍କନ କରିବାକୁ ପଠାଇ ଦିଆଯିବ। ଅନ୍ୟ ସମସ୍ତ ଧାରାବାହିକ କୁ ପ୍ରତିଯୋଗିତାରୁ ହଟାଇ ଦିଆଯିବ। 

 

ଧନ୍ୟବାଦ,
ଟିମ୍ ପ୍ରତିଲିପି।