pratilipi-logo ପ୍ରତିଲିପି
ଓଡିଆ

କଲେକ୍ସନ ହଟାଯାଇଅଛି କାହିଁକି ?

21 ଡିସେମ୍ବର 2023

1.ମୁଁ ଏକ କଲେକ୍ସନ ତିଆରି କରିଛି। ପ୍ରତିଲିପିରୁ ଏହାକୁ ଅପସାରଣ କରିବା ପରେ ମୁଁ କଲେକ୍ସନ କେଉଁଠି ଯାଞ୍ଚ କରିପାରିବି?

 

ଉତ୍ତର: କଲେକ୍ସନ ଫିଚର ହଟାଯିବ ପରେ ଆପଣ ଆଉ ପ୍ରତିଲିପିରେ ଆପଣଙ୍କ କଲେକ୍ସନ ଆକ୍ସେସ କରିପାରିବେ ନାହିଁ। ଆମର ଦଳ ଆପଣଙ୍କ ସମସ୍ତ କଲେକ୍ସନକୁ ଆପଣଙ୍କ ପଞ୍ଜିକୃତ ଇମେଲ୍ ଠିକଣାକୁ ପଠାଇଦେବ। ଏହାବ୍ୟତୀତ, ଆମେ ଲାଇବ୍ରେରୀ ଭିତରେ ମଧ୍ୟ ବ୍ୟକ୍ତିଗତ ଭାବେ ଆପଣଙ୍କର ପ୍ରିୟ ଗଳ୍ପଗୁଡ଼ିକୁ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଉଅଛୁ।

 

2. ମୁଁ ଏକ କଲେକ୍ସନ ପଢ଼ୁଛି। ପ୍ରତିଲିପିରୁ ଅପସାରଣ ପରେ ମୁଁ ଏହି କଲେକ୍ସନ କେଉଁଠାରେ ଆକ୍ସେସ୍ କରିପାରିବି?.

 

ଉତ୍ତର: କଲେକ୍ସନ ଫିଚର ହଟାଯିବ ପରେ ଆପଣ ପଢୁଥିବା କଲେକ୍ସନରୁ କଣ୍ଟେଣ୍ଟକୁ ଆଉ ଆକ୍ସେସ କରିପାରିବେ ନାହିଁ। ଆମେ ଆପଣଙ୍କ ପସନ୍ଦର ଗଳ୍ପଗୁଡ଼ିକୁ ବ୍ୟକ୍ତିଗତ ଭାବେ ଲାଇବ୍ରେରୀ ଭିତରେ ଡାଉନଲୋଡ୍ କରି ପରବର୍ତ୍ତି ସମୟରେ ଆକ୍ସେସ୍ ବା ପଢ଼ିବା ପାଇଁ ପରାମର୍ଶ ଦେଉଛୁ। ଏଥିସହିତ ଆପଣ ଯେକୌଣସି କଲେକ୍ସନ ସଦ୍ୟ ପଠିତ ବିଷୟବସ୍ତୁର ତାଲିକା ପାଇବା ପାଇଁ ଆପଣଙ୍କର ସଦ୍ୟ ପଠିତ ଇତିହାସ ଦେଖନ୍ତୁ।

 

3. କାହିଁକି ହଟୁଛି କଲେକ୍ସନ ଫିଚର?

 

.ଉତ୍ତର: ଏହି ଫିଚରକୁ ନେଇ ପାଠକଙ୍କ ଆଗ୍ରହ କମ୍ ଦେଖିବାକୁ ମିଳୁଛି। ତେଣୁ ଆମେ ଏହି ସୁବିଧାକୁ ବନ୍ଦ କରିଦେଉଛୁ।

 

4. ମୁଁ ଏପର୍ୟ୍ୟନ୍ତ ମୋର କଲେକ୍ସନ କୌଣସି ଇମେଲ ପାଇନାହିଁ। 

 

ଉତ୍ତର: ଏହି ଅସୁବିଧା ପାଇଁ ଆମେ କ୍ଷମାପ୍ରାର୍ଥନା କରୁଛୁ। 31/12/2023ରେ କଲେକ୍ସନ ହଟିବ। ଯଦି ଆପଣଙ୍କୁ ଇମେଲ ମିଳିନାହିଁ, ତେବେ ଦୟାକରି ଆପଣଙ୍କର ପ୍ରାଥମିକ ଇନବକ୍ସରେ ଇମେଲ ଦେଖନ୍ତୁ ପରେ ଆପଣଙ୍କ ଇମେଲର ସ୍ପାମ ଫୋଲଡରକୁ ଯାଞ୍ଚ କରନ୍ତୁ। ଏହା ପରେ ମଧ୍ୟ, ଯଦି ଆପଣ ଆପଣଙ୍କର କଲେକ୍ସନ ପାଇନାହାଁନ୍ତି ତେବେ ଆମକୁ ଆପଣଙ୍କର ଇମେଲ ଆଇଡି ବିଷୟରେ ଜଣାନ୍ତୁ ଏବଂ ଆମେ ଆପଣଙ୍କୁ ଇମେଲ ମାଧ୍ୟମରେ ତାଲିକା ପ୍ରଦାନ କରିବୁ। ଦୟାକରି ଏଠାରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର କଲେକ୍ସନ

ଅନୁରୋଧ କରନ୍ତୁ।