pratilipi-logo ପ୍ରତିଲିପି
ଓଡିଆ

ପ୍ରତିଲିପି ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମ

07 ମେ 2021

ଆପଣଙ୍କ କାହାଣୀ ପ୍ରତିଲିପି ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆମେ ଆପଣଙ୍କ କାହାଣୀ ଆପଣଙ୍କ ପ୍ରୋଫାଇଲ୍ ରୁ ମଇ ୧୮ ଦିନ ସଂଗ୍ରହ କରି ନେବୁ ଓ ପୁସ୍ତକ ପ୍ରକାଶନ ନିମନ୍ତେ ଶେଷ ଏଡିଟ ପାଇଁ ପଠାଇବୁ। ଏହା ପୂର୍ବରୁ ଆପଣ ନିଜ ତରଫରୁ ଆପଣଙ୍କ ଲେଖା କୁ ସଜାଡି ନିଅନ୍ତୁ।

୧) ନିଜର କାହାଣୀକୁ ଭଲ ଲାଗେ ସଜାଡି ନିଅନ୍ତୁ। ଇମୋଜି,ଚିହ୍ନ ଆଦି ବହୁଳ ଭାବରେ ବ୍ୟବହାର କରିଥିଲେ କିମ୍ବା ଅତ୍ୟଧିକ ଖାଲି ସ୍ଥାନ ଥିଲେ ଏହାକୁ ହଟାଇ ଦିଅନ୍ତୁ।

୨) ବ୍ୟାକରଣ,ଶବ୍ଦ ଆଦି ଯାଞ୍ଚ କରି ନିଅନ୍ତୁ। ଯଦି କାହାଣୀ ଅତ୍ୟଧିକ ବଡ଼ ୩/୪/୫ ହଜାର ଶବ୍ଦର ତେବେ ଏହାକୁ ଟିକେ ଛୋଟ କରିବାକୁ ଚେଷ୍ଟା କରନ୍ତୁ। ପାଖାପାଖି ୧୦୦୦ ରଖିବାକୁ ଚେଷ୍ଟା କରନ୍ତୁ ।

୩) ତଳେ ଆପଣଙ୍କୁ ଏକ ଡିକଲାରେସନ୍ ଫର୍ମ ର ଲେଖା ମିଳିବ। ଏହାକୁ ପଢ଼ି ନିଅନ୍ତୁ। ଏହାକୁ ପଢ଼ି ତଳେ ଦିଆଯାଇଥିବା ଗୁଗଲ ଫର୍ମ ରେ ଆପଣଙ୍କ ସ୍ଵୀକୃତି ପ୍ରଦାନ କରନ୍ତୁ।
୪) ପ୍ରତିଲିପି, The write order ପ୍ରକାଶନ ସଂସ୍ଥା ମାଧ୍ୟମରେ ଆପଣଙ୍କର ପୁସ୍ତକ ପ୍ରକାଶନ କରୁଅଛି।
୫) ନିଜ ଲେଖା ସଜାଡ଼ିବା ତଥା ଫର୍ମ ପୂରଣ କରିବାର ଶେଷ ତାରିଖ ୧୮ ମଇ।



Anthology Terms and Conditions

By reading, I, author of the submitted literary work (‘Work') agree to the following:

1. The Work is my own work and I own the full copyright in the Work. I have not copied any part of the Work from any other work or source.

2. I hereby grant a perpetual, non-exclusive, non-transferrable, royalty-free, irrevocable right to Nasadiya Technologies Private Limited (‘The Write Order') to publish the Work as part of a collection of works (‘Anthology') and this does not conflict with any other right granted to any third party in the Work.

3. I undertake that the Work does not infringe the copyrights of any other third party and in case of any claim of infringement against The Write Order by a third party due to The Write Order publishing the Work, I will indemnify, defend and hold harmless The Write Order against such claims, costs, damages, expenses arising due to such infringement.

4. I undertake that the Work does not contain any content that is obscene or libelous or defamatory or derogatory to any religion or belief, contrary to public policy, or capable of stirring communal discontent/disharmony or infringe the right of privacy, right of publicity, moral right, performers' right, or any other right whatever of any person.

5. I understand that the Write Order may monetize the Work once published as part of an Anthology by sale of the books through various means and no fee or revenue share is payable by The Write Order to me at any time. I agree that the mutual obligations mentioned here shall be good and sufficient consideration.

6. I understand that I will continue to own the Work and can publish and distribute the Work through any other medium or channel. However, while doing so, I will ensure the rights granted here are not affected.



 

Story name Writer Story name Writer Story name Writer Story name Writer
ବେଇମାନ PARAMESWAR OJHA ଭାକ୍..... ମୁଁ ଚୁଲବୁଲି ନୁହେଁ। Pradeep Kumar Jena ପୁନର୍ନାବା Saijyoti Pradhan ମହୀଧର Uma Rani Padhi
ମୃତ୍ୟୁ (ଏକ ରହସ୍ୟ....) Sonali mishra ଚିତ୍ରିତ ସ୍ଵପ୍ନର ପଥ Bhagirathi Behera ଲୋପା ବୋହୁ DR SAMIR RANJAN BEHERA ଅକୁହା ବେଦନା Kanta Mahanand
ତିନିବନ୍ଧୁ ଙ୍କ କୌଶଳ UmaRani Padhi ॥ ଟୋପି ॥ ( କାହାଣୀ ଗୋଟିଏ ବୋକି ଝିଅର ) JYOTIRANJAN SAHU ପ୍ରଶ୍ନ –ଏକ ଭଗ୍ନ ହୃଦୟର Kabita Kanungo ଆଫେୟାର Satyabati Swain
କଳା କୁହୁଡି : ପ୍ରତିଶୋଧ AKSHAY KUMAR SAHOO ଝୁମୁକା ରୁ ରୋଶନୀ Krishna Mohanty ଘର BIRESWAR MOHANTY ନିର୍ବାଣର ସୂର୍ଯ୍ୟୋଦୟ Anita Dash
Miss Beautiful ସୁଦୀପ୍ତ କୁମାର ପଟ୍ଟନାୟକ ଶ୍ୟାମଳୀ Sasmita Nayak ସ୍ରୋତସ୍ଵିନୀ Lalita Mohan Mishra ଫେରିବାଲା ମୋନାଲିସ ପଣ୍ଡା
ଅନ୍ଧାର ରାତିର ତାତି Bijaya Panda ତନ୍ଦ୍ରା ତମେ.... ସିଦ୍ଧାର୍ଥ ତ୍ରିପାଠୀ ଅଫେରା ପଥ Samikshya Satapathy ସମ୍ପର୍କ ସମୀକ୍ଷା ଶତପଥି
କେସ୍ ନମ୍ବର 342 | Sucharita Sena "ବସୁନ୍ଧରା ର ମନକଥା" ଝରଣା ପ୍ରଧାନ ଡିଜିଟାଲ ଶାଶୁ PRAGYAN MOHANTY ଜେନେରେସନ୍ ଗେପ୍ Bhagirathi Rath
ଦଗ୍ଧ-ଉପତ୍ୟକାର ଗୋଲାପ Nayana Kumar Mohanta ମୁଠାଏ ଅବିର Latika Bilash କ୍ଷୀର ବାଲା Sunanda Sutar ଫଟା ସୁଇଟର Bhumisuta Sahu
ମୋନିକା ହତ୍ୟା Rashmita Bhatta ଚପା କୋହ:ଅନେକ ନାରୀ ହୃଦୟ ର ଅବ୍ୟକ୍ତ ଯନ୍ତ୍ରଣା ARUNDHATI JENA ବଙ୍ଗଳା Rashmita Bhatta ସମଲପୁରିଏନ୍ ଟୁକଲିର୍ ଆମେରିକାର୍ ବର୍ Leena Badhai
କଞ୍ଚନପୁର ହତ୍ୟା ମାମଲା ଜଗନ୍ନାଥ ମହାନ୍ତି ନି ରୁ ଦି ଷ୍ଟା SUJATA Shyna Suhana ରୁବି'ର ଠେକୁଆ ଏବଂଶୁଆ Aravind Das ନପୁଂସକ ନା ସନ୍ଯାସୀ ଭୂପେନ୍ଦ୍ର ବିଶି
ଡିଟେକ୍ଟିଭ୍ ଜେଜେଙ୍କ କମାଲ୍ BIRESWAR MOHANTY ଭିନ୍ନ ଜୀବନ Samikshya Satapathy କାଣୀ ବିଲେଇ DR SAMIR RANJAN BEHERA ଅଵ୍ୟକ୍ତ G Santoshi
ମାଛବାଲୀ DR SAMIR RANJAN BEHERA ଅଭିମାନିନୀ ଶ୍ରାବଣୀ ମୋନାଲିସ ପଣ୍ଡା ଚନ୍ଦୁରି Snigdha Rout ଯୋଗ୍ୟ ପାତ୍ର ସନ୍ଧାନେ... ଶ୍ରେୟା
ଜାଶୁଶ ଜେଜେ Ambuja Mohanty ॥ ନିରବତା ॥ ( ଗୋଟିଏ ଟ୍ରୁ ଲଭ୍ ଷ୍ଟୋରୀ ) JYOTIRANJAN SAHU ଶବ୍ଦର ଧମାକା ରବୀନ୍ଦ୍ରନାଥ ସାହୁ ବିବାହ ବନ୍ଧନ ସପ୍ନା ସିଂ
କର୍ଣ୍ଣଲ ଜେଜେ ସିଦ୍ଧାର୍ଥ ତ୍ରିପାଠୀ ଅକୁହା କଥା - ଗୋଟିଏ ପ୍ରେମିକା ମନ ର Anu କ୍ଲାନ୍ତ ଅପରାହ୍ନ ସିଦ୍ଧାର୍ଥ ତ୍ରିପାଠୀ କରୋନା Ratikant Panda
ଡିଟେକ୍ଟଟିଭ୍ ଜେଜେ ଙ୍କ ପ୍ରଥମ ଅନୁଭୂତି Archana Sahoo ମକର ଆସିଛି ଫେରି Bijaya Panda ଛାଡ଼ପତ୍ର Ambuja Mohanty ମୁଖାଗ୍ନୀ Jagannath Das
ଗତିପଥ ପ୍ରିୟଙ୍କା ନାୟକ ସୁରଭି ମନର ଅକୁହା କଥା Sujata Moharana ମୁଁ ଯଦି ଝିଅଟିଏ ହୋଇଥାନ୍ତି ଆଶିଷ ରଂଜନ ସ୍ୱାଇଁ ଅରେଞ୍ଜଜୋନ aravind das
ଅନନ୍ୟା ଓ ଡିଟେକ୍ଟଟିଭ ଜେଜେ Archana Sahoo ନିଃସର୍ତ୍ତ ପ୍ରେମ Krushnapriya Mohapatra ମୁଁ ଯଦି କାହାର .. ରଶ୍ମିତା ଭଟ୍ଟ ଭୋକ ଦାରିଦ୍ର୍ୟର nilima priyadarsini
ଷଡ଼ଯନ୍ତ୍ର Suroj Rosan Mishra ହେମଲତାଙ୍କ ଚପଲ Lopamudra Mishra ନାରୀଟିଏ Shanta Shrabani Mohanty ପ୍ରେମିକ ଦେବ୍ ଦାସ୍ Manorama Mishra
କାଉଁରୀ କନ୍ୟା ଓ ଆମ ଡିଟେକ୍ଟଟିଭ ଜେଜେ Archana Sahoo ପୁନର୍ଜନ୍ମ Dr Rashmita Panigrahi ପ୍ରିୟର ନାୟିକା ପ୍ରିୟଦର୍ଶିନୀ ପଣ୍ଡା ଭୋକ Prafulla Pany
ଜେଜେଙ୍କ 'ହାଁ' ଅନ୍ତରାଳେ Monalisha Bhanja ଅବ୍ୟକ୍ତ ଅଭିଳାଷ Seetaram Dash ବାପାଙ୍କୁ ଚିଠି Jyotsnamayee panda ଶେଷ ଚିହ୍ନ Ajaya Mahala
ବା MADHUMITA MISHRA ମନୋରମା Dev Malhotra ଅତୁଟ ବନ୍ଧନ Seetaram Dash ନୀଳ ଶାଢୀ Manash Padhiary
ନୀଡଭଙ୍ଗା Monalish panda ଜୀବନ ସଙ୍ଗିନୀ Monalish panda ନୂତନ ପ୍ରଭାତ ସୋନାଲି ମିଶ୍ର ସଂଭାବ୍ୟ ସଂଭୋଗ Chakradhar Mohanta
ସେ ଝିଅ ଟି Gitanjali pujapanda ଖିଏ ସମ୍ପର୍କ ସୋନାଲି ମିଶ୍ର ଦିନ ୧୨.୩୦ Krishna Mohanty ସହଯାତ୍ରୀ ସୁଲଗ୍ନା ମହାନ୍ତି
ସପନର ଘର। sushree sangita ପ୍ରେମର ତୃଷ୍ଣାରେ ସ୍ମୃତି ରଞ୍ଜନ ସ୍ମୃତି ଏକ ବିଦେହୀ ଆତ୍ମାର Tilotama swain ଓହୋଃ Chinmayee Barik
ପ୍ରଥମ ଚୁମ୍ବନ Prajyoti Behuria ଏଇ ବୋଧେ ପ୍ରେମ! SUJATA Shyna Suhana ଭିନ୍ନ ଏକ ଶାହାଜାହାନ Bhagirathi Behera ସନ୍ଦେହ Anjali Giri


 

କିଛି ସମସ୍ୟା ଅଛି ?
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର 🙂
ପ୍ରତିଲିପି ଆପ ପାଇଁ ସବୁ ପ୍ରକାରର ଗାଇଡ଼ ଭିଡ଼ିଓ - ଦେଖନ୍ତୁ