ସରକାରୀ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ର ସହକାରୀ ପ୍ରଫେସର। ମୋର ବିଭିନ୍ନ ପତ୍ର ପତ୍ରିକା ରେ ପ୍ରବନ୍ଧ, କବିତା ଓ ଗଳ୍ପ ରଚନା ରେ ରୁଚି ରହିଛି।
ଲେଖିବା ମୋର ଏକ ନିଶା ଅଟେ। ରାଷ୍ଟ୍ରପତି ପୁରସ୍କାର ପାପ୍ତ ଗବେଷକ।ନାରୀ ସୁରକ୍ଷା ତାଲିମ ପ୍ରଶିକ୍ଷଣ କାର୍ଯ୍ୟ ର ଜିଲ୍ଲା ସଂଯୋଜକ। ଭାରତ ସରକାର ଙ୍କ ପ୍ରତିରକ୍ଷା ବିଭାଗର ପୂର୍ବତନ ଏନସିସି ଅଫିସର ଭାବେ କାର୍ଯ୍ୟରତ। ଯୁକ୍ତରାଷ୍ଟ୍ର ଆମେରିକାର ନୁୟର୍କ ରେ ଅବସ୍ଥିତ ମିଳିତ ଜାତିସଂଘ ର ଜଣେ ଅନଲାଇନ ସ୍ବେଚ୍ଛସେବୀ ଭାବେ କାର୍ଯ୍ୟରତ।
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା