Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ସମ୍ପର୍କ,ଏହି ଶବ୍ଦ ଟି ଶୁଣିବାକୁ କେତେ ମଧୁର। ମାତ୍ର ଏହି ଶବ୍ଦ ର ଆଖରିକ ସଂଜ୍ଞା କୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ।ସମ୍ପର୍କର ଏକ ନୂଆ କାହାଣୀ । ମୋର ସବୁ ପାଠକ ପାଠିକା ଙ୍କୁ ଧନ୍ୟଵାଦ ଜଣେଇ ମୋର ନୂଆ ଧାରାବାହିକ ଆରମ୍ଭ କରୁଛି ...
ଶୋଭାଙ୍ଗିନୀ-ଡାକ ନାମ ଶୋଭାର ଏତେ ଶୀଘ୍ର ବାହାହେବା ପାଇଁ ଇଚ୍ଛା ନଥିଲେ ମଧ୍ୟ ବାହା ହେବାକୁ ରାଜି ହୋଇଗଲା କାରଣ ତାର ଶୋଭାରେ ଆକୃଷ୍ଟ ଅସଂଖ୍ୟ ଭ୍ରମରମାନଙ୍କଠାରୁ ତାକୁ ଅବ୍ୟାହତି ମିଳିବ । ସେ ଯେଉଁ ଆଡ଼େ ଯାଉଛି ରାସ୍ତାରେ ବୁଲା ...
ଭିଡ଼ ଭିତରୁ କେହି ଜଣେ କହୁଥିଲା - ଇଲୋ ତା ବାପା କ'ଣ ବାଟ ଓଗଳା ମୁଦି ଖଣ୍ଡେ ଦେଇନି ଯେ ତାକୁ ପହଡେ ହେଲା ଦାଣ୍ଡ ରେ ଛିଡ଼ା କରେଇ ରଖିଛ?ତାଙ୍କ ପଦ ସହିତ ତାଳ ମିଳେଇ ବଡ଼ ନଣନ୍ଦ ମିନା କହୁଥିଲେ - ହଁ ପରା,ବୋପା ଘରୁ ଏତିକି ଶିଖି ଆସିନି ଯେ ...
🌹 ମୋ ସୁନା ବୋହୁ 🌹 କାହାଣୀ ଟି ମୋର ପ୍ରଥମ ଲେଖା।ଏହା ଆପଣ ମାନଙ୍କ ମନକୁ ଏତେ ମାତ୍ରାରେ ଛୁଇଁ ପାରିଛି ଜାଣି ଭାରି ଖୁସି ଲାଗୁଚି। ଆପଣ ମାନଙ୍କ ପ୍ରୋତ୍ସାହନ ମୋର ପ୍ରେରଣା। ମୋ ସୁନା ବୋହୁ ର ଅପୂର୍ବ ସଫଳତା ପରେ ଆପଣ ମାନଙ୍କ ଅନୁରୋଧ ରେ ...
ଆଜି ମୋ ଆଖି ଆଗରେ ଗୋଟିଏ ବିରାଟ ଅନ୍ଧକାର ଖେଳି ଯାଉଛି। ମୁଁ ଯେଉଁ ଦିଗକୁ ଅନାଇ ଦେଉଛି, ମତେ କେବଳ ସେହି ଦିଗରେ ଦେଖା ଯାଉଛି: ଭୟ, ଅନ୍ଧକାର, ଡର, ଲୋକ ନିନ୍ଦା ଆଉ ଗୋଟିଏ ବିରାଟ ଦ୍ରୁଶ୍ୟ ; ଯେଉଁ ଦ୍ରୁଶ୍ୟ ମୁଁ ଆଗରୁ କେବେ ଦେଖି ...
ଅଣ୍ଟାରେ ଗୁଡେ଼ଇ ଥିବା ଅଳ୍ପ କିଛି ଲୁଗାକୁ ଜଙ୍ଘ ଉପରକୁ ଭିଡ଼ୁ ଭିଡ଼ୁ ଲକି ର ନୀଳ କାଚ ଲଗା ଆଖି ଅଟକି ଯାଇଥିଲା ଗୋଟିଏ ବିନ୍ଦୁରେ.........ତାକୁ ଯେମିତି କିଏ ଭିଡ଼ି ନେଉଥିଲା ଦଶ ବର୍ଷ ପଛକୁ........ ଅନେକ ପୁଅ ଙ୍କ ଭିଡ଼ରୁ ଏବେ ବି ...
ବିବାହ ଏକ ସାମାଜିକ ପ୍ରଥା.. ଦୁଇ ପ୍ରାଣ ର ମିଳନ ର ଗାଥା | ଦୁଇ ପ୍ରାଣ ସହ ଦୁଇ ଅଜଣା ପରିବାର ଏକ ବନ୍ଧନ ରେ ବାନ୍ଧି ହୁଅନ୍ତି | ଜୀବନ ର ଶେଷ ଯାଏଁ ଚାଲିବାକୁ କଥା ଦିଅନ୍ତି.... ହେଲେ ସବୁ ବିବାହ ବନ୍ଧନ କଣ ଜୀବନ ର ଶେଷ ଯାଏଁ ତିଷ୍ଠି ...
ରଘୁପୁର ଗାଁ ରେ ବାସ କରୁଥିଲେ ଏକ ମଧ୍ୟବିତ୍ତ ପରିବାର l ତୁଳସୀ ଦେବୀ ଥଲେ ପରିବାରର ମୁଖ୍ୟ l ସ୍ୱାମୀ ତାଙ୍କର ବହୁବର୍ଷ ଆଗରୁ ତୁଳସୀ ଦେବୀଙ୍କୁ ପରିବାରର ସମସ୍ତ ଦାୟିତ୍ୱ ଦେଇ ଆରପାରିକୁ ଚାଲିଯାଇଛନ୍ତି l ପରିବାରରେ ତାଙ୍କର ...
ମାୟା ଧାରାବାହିକ କାହାଣୀ କୁ ମୋ ଆଶା ଠାରୁ ଅଧିକ ଭଲ ପାଇବା ଦେଇଥିବାରୁ ଧନ୍ୟବାଦ। ସେହି ଧାରାବାହିକ ର ପରବର୍ତ୍ତୀ ଭାଗ ଭାବେ ଏହି ଧାରାବାହିକ ଟି ଆରମ୍ଭ କରିଛି। ଆଶା କରେ ଏହି କାହାଣୀକୁ ମଧ୍ୟ ଆଶାନୁରୂପ ଭଲ ପାଇବା ଦେବେ। ...
ବଗିଚାରେ ପଡିଥିବା ଚେୟାର ଉପରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛି ବର୍ଷା ପ୍ରିୟ ଦର୍ଶିନୀ। ସହରରୁ ବହୁତ ଦୂରରେ ପାହାଡ ତଳେ ଅଛି ଛୋଟ ଗାଁଟିଏ। ଯୁଆଡେ ଆଖି ଦେଖିବ, ସବୁ ଆଡେ ସବୁଜ ରଙ୍ଗ। ସହରର କୋଲହଳରୁ ଦୂରରେ ଶାନ୍ତ ବାତାବରଣ। ...
ମୋର ଏ କାହାଣୀ ଗୋଟେ ଝିଅ ର ହସ ,ଦୁଃଖ, ସଂଘର୍ଷ ର।ଦୁଃଖ, ସୁଖ, ପ୍ରେମ, ବିଛେଦ,ମିଳନ ,କମେଡି ସବୁକିଛି ଫୁଟେଇବାକୁ ଚେଷ୍ଟା କରିଛି ଏ କାହାଣୀ ରେ ।ଆଶା ଆପଣ ମାନଙ୍କୁ ଭଲ ଲାଗିବ। ସେଦିନ ଥିଲା 1997 ମସିହା ଜୁଲାଇ ମାସ 17ତାରିଖ ...
ବାହାଘରର ତିନି ବର୍ଷ ପରେ ସବିତା ଗର୍ଭବତୀ ହୋଇଛି । କେତେ ଡାକ୍ତର ଦେଖାଇବା ପରେ ଆଜି ସେ ମାଆ ହେବାକୁ ଯାଉଛି । ଏକଥା ଶୁଣି ଶାଶୁ ଶଶୁର ଓ ସ୍ବାମୀ ବହୁତ ଖୁସି । ତା ନିଜ ଖୁସି ତ କହିଲେ ନସରେ । ଯାହା ହେଉ ଭଗବାନ ତା ଡାକ ଶୁଣିଛନ୍ତି, ତାର ...
ଶେଷ ଇଚ୍ଛା (ଭାଗ ୧) ✒କବିତା କାନୁନଗୋ ଆଜି ମୁଁ ଭାରି ଖୁସି। ମୋ ଇଚ୍ଛା ପୂରଣ ହୋଇଛି। ଦୀର୍ଘ ଦିନର ଅଭିଳାଷା ମୋର ଚରମ ସୀମାରେ । ବୋଧହୁଏ ସାରା ସଂସାରର ସବୁ ଖୁସି ମୋ ପଣତରେ ଅଜାଡି ହୋଇ ପଡିଛି। ଭାରି ହସିବାକୁ ଇଚ୍ଛା ...
(କାହାଣୀଟି ସମ୍ପୂର୍ଣ୍ଣ କାଳ୍ପନିକ ଅଟେ । ବାସ୍ତବ ଚରିତ୍ର ସହ ଏହାର କୌଣସି ସମ୍ପର୍କ ନାହିଁ ।) ରାତି ଅନେକ ହେଲାଣି ।ଶୁଭସ୍ମିତା ଆଖିକୁ କିନ୍ତୁ ନିଦ ଆସୁ ନ ଥାଏ। ବିଛଣାରେ ପଡ଼ି ଏକଡ଼ ସେକଡ଼ ହେଉଥାଏ । କେତେବେଳେ ଛାତକୁ ...
ବେଦୀ ସଜା ହୋଇଛି।ବିବାହ ର ପବିତ୍ର ଧ୍ୱନି ରେ ସାରା ଜମିଦାର ମହଲ କମ୍ପି ଉଠୁଛି।ଯିଏ ବି ଦେଖୁଛି,ଘଡିଏ ନିରବି ଯାଉଛି।ଆଉ ବାର ବାର କହୁଛି,ଏମିତି ବାହାଘର ସିଏ ନିଜ ଜୀବନ କାଳ ଭିତରେ ଦେଖି ନାହିଁ!!! କନ୍ୟା ବେଶ ଧରି ଝିଅ ଟି ଥିରି ...