Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ମାଳତୀ କୁ ଭାରି ଭଲ ପାଏ ମନୁଆ। ମନୁଆ ର ଚିକିଟା କାଦୁଅ ରଙ୍ଗ ର ଦେହ କୁ ମାଳ ର ଚମ୍ପା ଫୁଲ ପରି ଗୋରା ଦେହ।ମନୁ ର ଦିନ ମଜୁରିଆ କୁଡି଼ଆ ଘରେ ମାଳ ଜହ୍ନ ଆଲୁଅ ଟିଏ। ଯେଉଁଦିନ ମନୁ ଜାଣିଲା ତା ମାଳ ମା ହେବାକୁ ଯାଉଛି ସେ ଦିନ ରୁ ତା ପାଦ ...
ଲୁହ ଭିଜା ତୁଳସୀ ରାତି ପାହିଲେ ଜଗତ ର ନାଥ ଜଗନ୍ନାଥ ଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା. ସବୁ ବନ୍ଧନ ରୁ ମୁକ୍ତ ହେଇ ଓଲ୍ହେଇ ଆସିବେ ବଡଦାଣ୍ଡ କୁ ନିଜ ଭକ୍ତ ଙ୍କ ପାଖକୁ. ହେଲେ ଇତି ଆଖିକୁ ଜମା ...
ରୋଲର୍ ଵାଲା ମୁଁ ଯେତେବେଳେ ଛୁଆଟିଏ ଥିଲି, ସେତେବେଳେ ଖରାବେଳେ ମୋ ସହ ବୁଲିବାର ଏକ ମାତ୍ର ସାଙ୍ଗ ମହେଶ ଓରଫ ମହିଆ ଥିଲା । ଅନ୍ୟ ସାଙ୍ଗ ମାନଙ୍କୁ ସେମାନଙ୍କର ଘରଲୋକେ ଶୋଇ ପଡିବାକୁ କହୁଥିଲେ । ମୁଁ ବି ଜାଣିଛି, ଖରାବେଳେ ତିନି ଘଣ୍ଟା ...
ବନ୍ଦ ଝରକା ସେଦିନ ରାନୀ ବସି ନିଜ ଉପରେ ମନେ ମନେ ଭାରି ରାଗୁଥାଏ। ମନ ଝରକାରୁ ଅତୀତ ର ପ୍ରୁଷ୍ଠା ସବୁ ଦୂରରୁ ଝାପସା ଝାପସା ଯଦିଓ ହେଲେ ମସ୍ତିଷ୍କର ସେ ସବୁ ଅାଜୀବନ ଭଡାଟିଆ ଭାବେ ନିଜର ...
ସେଦିନ କଲେଜ ରୁ ଫେରିବା ଡେରି ହେଇଯିବାରୁ, ଭାବିଲି ଟ୍ରେନ ରେ ଘରକୁ ପଳେଇବି କାରଣ ରେଳଷ୍ଟେସନ ମୋ ହଷ୍ଟେଲ ରୁ ପାଖ ଥିଲା। ପୂର୍ବରୁ ଟିକେଟ କରିନଥିବାରୁ ସାଧାରଣ ବଗିରେ ଯିବା ପାଇଁ ଟିକେଟ କାଟିବାକୁ ପଡିଲା। ସେଦିନ ଶନିବାର ଥିବାରୁ ଟିକେଟ ...
ଚଲାପଥ (ତ୍ରୟୋଦଶ ଭାଗ) ବିଜୁବାବୁଂକ ଆକସ୍ମିକ ବିୟୋଗରେ ଆମେ ସମସ୍ତେ ମ୍ରିୟମାଣ ହୋଇପଡିଥିଲୁ |ଆମକୁ ଏତେ ଦୁଃଖିତ ହେବାର ଦେଖି ମୋ ବୋଉ ପଚାରିଥିଲା,ଆରେ ବାପା,ବିଜୁବାବୁର କଣ କେହି ପୁଅ ନାହାନ୍ତି ?ତାଂକର ଦୁଇପୁଅ ...
ଦୀର୍ଘ ପାଞ୍ଚ ବର୍ଷ ପରେ ଘରକୁ ଫେରୁଛି ସୀମା। ଟ୍ରେନଟି ଷ୍ଟେସନ ର ଯେତେ ନିକଟତର ହେଉଛି ସୀମାର ହୃତସ୍ପନ୍ଦନ୍ ଟା ସେତେ ଜୋର୍ ଜୋର୍ ରେ ବଢ଼ି ଚାଲିଛି। ଘରଲୋକଙ୍କୁ ଛାଡ଼ି ଯିବାର ପାଞ୍ଚ ବର୍ଷ ପରେ ଘରକୁ ଫେରୁଛି, ଜାଣିନି ଘର ଲୋକେ କେହି ...
ଅସହାୟ ବାପାମାନେ .......( ପ୍ରଥମ ଭାଗ ) -------------------------------------------------------------------- ( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ ) ଆଜିକାଲି ଆମ ସମାଜର ସ୍ଥିତି ଦିନକୁ ଦିନ ...
❤"""""ମୋ ବୋଉ"""""❤ #ବୋଉ ପାଇଁ ପୁଣି ମୋ ✒ ରୁ କିଛି........... #ବୋଉ ସତରେ ତା ନା ଟି ଶୁଣିଲେ କେତେ ଶାନ୍ତି ଲାଗେ ନୁହେଁ, ଇଛା ହୁଏ ଜୀବନ ସାରା ତା ହାତ ଧରି ଚାଲୁଥିବି, ଆଉ ତା ପଣତ କାନି ରେ ଜୀବନ ସାରା ମୁହଁ ପୋଛୁଥିବି। ସେ ...
ପ୍ରତିଦିନ ପିଲାମାନେ ସ୍କୁଲ୍କୁ ଯାଇ ପ୍ରାର୍ଥନା କରନ୍ତି, “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ; ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।” ପିଲାମାନେ ବୋଲୁଥିବା ପଦ୍ୟର ଏହି ଅର୍ଥକୁ ସେମାନେ ସଠିକ୍ ବୁଝିନଥା’ନ୍ତି । ପ୍ରାର୍ଥନା ବିଦ୍ୟାଳୟର ...
"ଜୀବନ ର ସତ୍ଯତା" ହେ ପ୍ରଭୁ ମୋ ପୁଅ ପାଇଁ ଗୋଟେ ଯଲଦି ବୋହୁ ଘର ଠିକ କରିଦିଅ। ମଣିଷ ଜୀବନ ସାରା ଖାଲି ଖଟି ଖଟି ଆଉ ସମ୍ଭାଳି ପାରିବିନି। ମରିବା ପୂର୍ବରୁ ଟିକେ ପୁଅ ବାହାଘର ଦେଖି ଦିଅନ୍ତି ହେଲେ।କେତେଦିନ ଆଉ ଏ ଘର କାମ ଖାଲି ...
ହୃଦୟେ ହୃଦୟ ହୋଇଛି ବନ୍ଧା ********************* ଜୀବନ ମରୁର ମରିଚୀକା ବୁକେ ମରୁ ଝର ସମ ତୁମରି ଜନ୍ମ, ହସ ଖୁସି ଆଉ ସମ୍ଭାବନା ଫୁଲେ ହସି ଉଠୁଛି ମୋ ମରୁ ଉଦ୍ୟାନ। [୧] ଶୂନ୍ୟ କୋଳ ମୋର ପୂର୍ଣ୍ଣ କରି ଦିବ୍ୟ ମାତୃତ୍ବ ର ସ୍ୱାଦ ଦେଲ ...
*** ସ୍ବାଭିମାନୀ ସତ୍ୟପ୍ରିୟ** ଗୋଟିଏ କଥା ସାହୁକାର ନରେନ୍ଦ୍ର ବୁଝିପାରନ୍ତିନି କାହିଁକି ସତ୍ୟପ୍ରିୟ କୁ ଗାଁ ସାରା ସମସ୍ତେ ଭଲପାନ୍ତି,କେବଳ ତାଙ୍କୁ ଛାଡ଼ି ! ତାହାର ବ୍ୟବହାର ବି ସେତେ ଭଲ ନୁହେଁ,ତାଙ୍କୁ ଲାଗେ କଥା କହିବାର ତରିକା ...
ସଂଖ୍ୟପରେ କୁମ୍ଭମେଳା "କୁ୍ମ୍ଭ" ଭାରତୀୟ ଆଧ୍ୟାତ୍ମିକବାଦ ଚିନ୍ତାଧାରା ର ଏକ ମେରୁଦଣ୍ଡ । ଭାରତୀୟ ପରମ୍ପରା ତଥା ସନାତନ ଧର୍ମ ର ଧାର୍ମିକ ଦୃଷ୍ଟିକୋଣରେ କୁମ୍ଭ ର ମହତ୍ତ୍ଵ ଅବର୍ଣ୍ଣନୀୟ । ବିଲୁପ୍ତ ପ୍ରାୟ ସନାତନ ଧର୍ମ କୁ ପୁଣି ଥରେ ...
ରାଜଧାନୀ ହେବା ପୂର୍ବରୁ ଆମ ବଡ଼ଅପା ଘର ଭୁବନେଶ୍ୱର । ସେଇଠି ମୁଁ ଜଡ଼ାକୁ ଦେଖିଥିଲି । ଭିଣେଇ ଥିଲେ ଜଣେ ପଦସ୍ଥ ପୁଲିସ ଅଫିସର । ଚାକିରି ଜୀବନ ସାରା ଅଡ଼ର୍ଲି ଅଭ୍ୟାସର ବଶବର୍ତ୍ତୀ ହୋଇଥିବା ଯୋଗୁ, ଯେଉଁ ନାଁରେ ବି ହେଉ, ଅପାର ସଦାବେଳେ ...