Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ରତ୍ନାକର ଚମ୍ପୂ (ଚୌପଦୀ ରତ୍ନାକର) (17) ସଖୀ ପ୍ରତି ଶ୍ରୀକୃଷ୍ଣ ରାଗ – ତୋଡି - ଆଠତାଳି ଥିଲେ ଅପରାଧ ମୋର, ଥରେ କ୍ଷମା ନକରିବକି ସେ ରାମାବର (ଘୋଷା) ଥଳ କମଳ ବିଯୟୀ ଚରଣେ ମୁଁ ତା ର ଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର (1) ଥିବି ଖଟି ...
ହଜାରେ ପ୍ରଶ୍ନ ଉଙ୍କିମାରେ ,,,,,,,,,,,,,,,,,,,,,,,,,,,,,,,,,,,,,,,, ଏ କେମିତି ହେଲା ହାଏ କଳାଜହ୍ନ ମନ କାଇଁ ଶୁଖାଏ ରଥ ଗଡିବନି କାଇଁ କେ କହେ କରି କରାଉଥାଅ ହରି, ତମେ ଯଦି ଏତେ ସରି କେମିତି ବୁଝିବ ଏ ଭକତ ଛାର ଅଦିନ ବତାସ ...
ତପନ କୁମାର ସ୍ୱାଇଁ ଆସିଲାଣି ଖରାଛୁଟି , ନାହିଁ ଡର ପାଠକୁ , ସଞ୍ଜ ହେଲେ ବୁଲିଯିବି , ଭାଇ ସାଥେ ହାଟକୁ । । ଭାଇ କହିଛନ୍ତି କିଣି , ଦେବେ ନୂଆ କଣ୍ଢେଇ , ଖେଳିବି ମୁଁ ଛୁଟିସାରା , ଧରିତାକୁ କୁଣ୍ଢେଇ । । ଖାଇବାକୁ ଦେବେ ମୋତେ , ରସଗୋଲା ...
(ଚୌପଦୀ ରତ୍ନାକର) (3) ରାଧା ରାଗ – ଗୁର୍ଜରୀ - ନିଃସାରୀ ତାଳ ଗୁମାନ କରିବା ବୃଥା ରେ ସଙ୍ଗିନୀ, ଗୁମାନ କରିବା ବୃଥା ଗତି ତ ନ ଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମବ୍ୟଥା(ଘୋଷା ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ ଯେଉଁ ଶୀରିମୁଖ ଦ୍ୟୁତି ଗଲେ ...
ଆଡଦୋସଡି ତ ଆସନ୍ନ ଅଛି ହେ ଆଦିକନ୍ଦ ଆଢେଣି ସାଥେ ଆର୍ତ୍ତନାଶନ ହେ ଆଜ୍ଞାଦିଅ ପ୍ରଭୁଃ ଆଭରଣ ଦେଇ ହସ୍ତେ ଆଦ୍ୟସମ୍ବୋଧନୀ ପୂଜାପାଇଁ ପ୍ରଭୁଃ ଆଦିଭୋଗ ସାଥେ ନେଇ ଆଦ୍ୟ ଶକ୍ତି ମା ପୂଜା ଭି ପାଇବେ ଆବିର୍ଭାବ ବଡ ଭାଇ ଆଳତି ବଳିତା ସେବା ହବ ...
ମହାସ୍ମୀତା କାଳିଆ ଦେହକୁ ନାଲିଆ ଅଧର ମନ ଭୁଲାଣିଆ ରୂପ ସେ ରୂପରେ ସଖୀ ଅଛି ମାଦକତା ଜାଣେ ସେ ପରା କୁହୁକ। ବଙ୍କିମ ଅଧରେ ବଂଶୀ ଧରି ସେତ ଗୋପୀ ହୃଦ ଚୋରି କଲା ଷୋଳ ସହସ୍ର ଗୋପାଙ୍ଗନା ପାଇଁ ଏକ ମାତ୍ର ନନ୍ଦବଳା। ଯଶୋଦାର ଧନ ରାଧା ଚିତ୍ତଚୋର ...
ମଝି ପୃଷ୍ଠା ----- 7 --------------------------- ଆରେ ଶୁଣ ତ, ଏମିତି କେତେକାଳ ପେଟେଇ ଥିବୁଯେ,, ଭାର ବୋଝ ରେ ଚେପେଟା ହେଲାଣି ଶରୀର ଆଉ ଅବୟବଗଣ, ତେବେ.. ତୋ ନାଁ କଣ?? ମୋ ନାଁ ରାସ୍ତା !! ତୋ ଘର କେଉଁଠି?? ମୋ ଘର ---- ...
ନାଲି ଟୁକୁ ଟୁକୁ ସାଧବ ବୋହୂ ସେ ସତେ ଅବା ଗୋଲାପ କଢି ତାର ରୂପ ବେଶ ଦିଶଇ ସୁନ୍ଦର ପିନ୍ଧେ ଯେବେ ପାଟ ଶାଢୀ ଗୋଲାପି ଓଠରେ ଚେନାଏ ତ ହସ ମନ ନେଇ ଯାଏ କିଣି ତା ପାଖୁ ନିମିଶେ ଫଳକ ହଟେନି କିମିଆଁ କରେ ଚାହାଣି ରୂପରେ ଯେମିତି ଗୁଣରେ ସେମିତି ...
ପ୍ରକାଶ କୁମାର ଚାନ୍ଦ ଭାରି ଭଲଲାଗେ ଶୀତ ସକାଳର କଅଁଳିଆ ସୁନା ଖରା , ଭାରି ଭଲଲାଗେ ଧାନ ବିଲ ପରା କୁହୁଡ଼ିରେ ଥିଲେ ଘେରା । ଭାରି ଭଲଲାଗେ ଦୁବଘାସ ପରେ କାକାର ଟୋପାର ଛିଟା , ଭାରି ଭଲଲାଗେ ମେଘର କୋଳରେ ଇନ୍ଦ୍ରଧନୁ ହେଲେ ଦେଖା । ଭାରି ...
ଆଜି ପରା ଅଟେ ମକର ଦିନ ଆଜିଠାରୁ ବଡ଼ ହେବ ପରା କମିବ ଆୟୁଷ ରାତିର । ମକର ରାଶିରେ ସୂରୁଯ ପରିବେଶ ହେଲେ ଧୀରେ ଧୀରେ ତାଙ୍କ ପ୍ରଖର ହୋଇଯିବ ତେଜ ପ୍ରାତଃକାଳୁ ସ୍ନାନ ତର୍ପଣ ସମାପନ କରି ସଭିଁଏ କରନ୍ତି ଭକ୍ତିଭରେ ରବି ପୂଜନ । ଅରୂଆ ଚାଉଳରେ ...
ଯେବେ ମେଘ ଫାଙ୍କ ରୁ ଉଙ୍କି ମାର ତୁମେ ପ୍ରେମ ହୋଇ ଯାଏ ମତେ ନଡ଼ିଆ ଗଛ ଯେତେ ଉହାଡ କଲେ ଭି ପ୍ରେମ ହୋଇ ଯାଏ ମତେ ଯେବେ ତୁମକୁ ପୂର୍ଣ୍ଣମୀ ରେ ଦେଖେ ପ୍ରେମ ହୋଇ ଯାଏ ମତେ ଅମାବାସ୍ୟା ରେ ବିରହିନି ପରି ଖୋଜେ କାରଣ ପ୍ରେମ ହୋଇ ଥାଏ ମତେ ତୁମ ...
ପ୍ରିୟା ମୋ ଯାଇଛି ଦୂରେ **************** ଜହ୍ନ ରେ ତୁ ଟିକେ ରଖିବୁ ନଜର ପ୍ରିୟା ମୋ ଯାଇଛି ଦୂରେ କହିବୁ ପ୍ରିୟା କୁ କାହିଁ ମୁହିଁ ତାକୁ ପ୍ରତିକ୍ଷଣେ ଝୁରି ମରେ ।। ଆଖିର ଲୁହ ରେ ଜଳାଇ ରଖିଛି ଦୀପ ଟିଏ ହୃଦୟ ରେ ...
ହୃଦାନନ୍ଦ ପାଣିଗ୍ରାହୀ ଦଗାଦିଆ ମୌସୁମୀକୁ କି ଭରସା ? ମେଘ ଟୋପେ ଝରିବାର ନାହିଁ ଜମି ଫାଟି ଆଁ କଲାଣି ମନ କଷ୍ଟରେ ହିଡ଼େହିଡ଼େ ବୁଲୁଛି ଚାଷୀର କଙ୍କାଳ। ଆଜିକାଲି ଭାରି ମହଙ୍ଗା ଏ ଚାଷ ତହିଁକି ପହିଲେ ଗଜାମରୁଡ଼ି ବିହନର ଯେଉଁ ଜମିକି ମାଡନ୍ତା ...
କିଛିଟା ଆସକ୍ତି ଅହଂକାର ପାଇଁ କିଛିଟା ଲୋଭ , ପାଗଳାମି ପାଇଁ ମାଟି ଦେହକୁ ସୁହାଇଲା ଭଳି କିଛିଟା ବଦଭ୍ୟାସ ମିଛ ସୁଖ ପାଇଁ ଏସବୁ ବୋହି ଚାଲୁଥାଏ ଆତ୍ମା ଫୁଲଟି ଧୀରେ ଧୀରେ ସେଇ ଚିରନ୍ତନୀ ମୃତ୍ୟୁ ଆଡେ । ...
ରାତି ଅନେକ ରାତି ତ ଏମିତି ବିତିଛି, ଅନେକ ରାତି ବିତିବ ଏମିତି, ମୁଁ ସ୍ଵପ୍ନ ଭାଙ୍ଗିଛି ରାତି ରାତି ଜାଗି, ଆଜି ଜାଗିବିନି କୁହ କେମିତି? ଭୟ ଆଵୌ ନାହିଁ ପ୍ରେମିକ ଅଟେ ମୁଁ, ଭଲ ପାଇବା ଅଟେ ମୃତ୍ୟୁକୁ ଡାକ, ମୁଁ ବଞ୍ଚିବା ଲାଗୁ ଖୋଜୁନି ...