Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ବୋଲୋ ବନ୍ଦେ ଉତ୍କଳ ଜନନୀ ........................................ ଗରିବ ଟେ ଯଦି ଟେକା ଟାଏ ଫିଂଗେ କେତେ ମାଡ ଗାଳି ପଡଇ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ଯେ ଧରା ଯାଏନି ବୋଲୋ ବନ୍ଦେ ...
ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଏ ତ ଲାଗଇ ବଡ଼ ନୀରାଲା ଦୁନିଆ ଲାଗି ଏ ଶ୍ରେଷ୍ଠ ବୋଲି ତ କହିଛି ଉପର ବାଲା ସକଳେ ଜାଣନ୍ତି ସେ ଯୁଗେ ଏମିତି ଯୁଗଳ ଦମ୍ପତି ଥିଲେ ସତ୍ୟବାନ୍ ଙ୍କ ଅର୍ଦ୍ଧାଙ୍ଗିନୀ ଆଜି ମହସତି କୁହାଇଲେ । ଆଜି ଏ କାଳରେ ସେଇ ...
ସତରେ କିଛି ସୃତି ଏମିତି ଥାଏ ଯାହାକୁ ଭୁଲିବାକୁ ଚାହିଁଲେ ବି ଭୁଲି ହୁଏନି, ମୋ ଜୀବନର ଆଦର୍ଶ ମୋ କଲେଜ ର ମାଡାମ ସୁଚିତ୍ରା ଦେବୀ, ସଫଳତlର ଉଚ ସ୍ଥାନକୁ ଛୁଇଁ ଥିଲେ ବି ସେ ନିଜକୁ ଗୋଟେ ସାଧାରଣ ମଣିଷ ଟିଏ ଭାବନ୍ତି ଓ ନିଜ ସ୍ଟୁଡେଣ୍ଟ ...
ଅଛି ସବୁ ସ୍ମୃତି ହୋଇ ବି. ନିରୁପମା ରେବ ବୋଉ ଆଗୋ ସେଇଦିନ କଥା ମନେ ପଡ଼ୁଅଛି ଭାରି , ଯେଉଁଦିନ ମୁହିଁ ତୁମକୁ ଦେଖିଲି ଗାଆଁରେ ପହିଲି କରି । ଭଉଣୀ ସହିତ ବୁଲି ଆସିଥିଲ ତୁମେ ମାମୁଁଘର ଗାଆଁ , ମଦନା ପାଖରୁ ପଚାରି ବୁଝିଲି ...
ଭାଗ୍ୟର ବିଡମ୍ବନା ଏମିତି, ମତେ ନେଇ ପହଞ୍ଚେଇ ଥିଲା ଏମିତି ଏକ ଘରକୁ ଯୋଉଠିକି ଯିବାକୁ ମୁଁ କେବେ ସ୍ବପ୍ନରେ ବି କଳ୍ପନା କରି ନଥିଲି। ପ୍ରଥମେ ତ ଭାବିଲି ମୋର ଯିବା ଉଚିତ୍ ନୁହେଁ,ତା ପରେ ଭାବିଲି ଭଗବାନ୍ ବୋଧେ ଏଇଆ ଚାହାଁନ୍ତି। ଏମିତି ଏକ ...
ମହାପୁଋଷ ମାନେ ଦେଶ ଓ ଦଶ ପାଇଁ କାର୍ଯ୍ୟ କରି ମୃତ୍ଯୁବରଣ କରିଥାନ୍ତି ତେଣୁ ସେ ଆମର ଚିରସ୍ମରଣୀୟ । ସେଥିପାଇଁ ତାଙ୍କୁ କୁହାଯାଏ ମହାପୁରୁଷ ।ସେମିତି ଜଣେ ମହାପୁରୁଷ ହେଲେ ଯୋଗଜନ୍ମା ଶ୍ରୀ ଅରୋବିନ୍ଦ । ସେ କଲିକତାର ଘୋଷ ପରିବାରରେ ଜନ୍ମ ...
ଏଇ ଦେଖୁଥିଲି ପୃଥିବୀର ସର୍ବୋତ୍କୃଷ୍ଟ ଦର୍ଶନୀୟ ସ୍ଥାନ 'ତମ ମୁହଁ' ଓଠ ; ଓଠତଳ ହସ, ସେ ହସର ଅବଶ, ଆଖି, ; ଆଖିର ଗଭୀରତା, ଓଃ..ସେ ଆଖିପତା × × × × କେବଳ ଅପ୍ରାପ୍ତି ନୁହଁ ପ୍ରାପ୍ତି ର ପରିଣାମ ବି' ମୃତ୍ୟୁ ; ଅଥଚ ଏ ...
କାଳିଆ ର କେଳି ************* କେଳି କରୁଅଛି ମୋ କଳା ଗୋସାଇଁ କରୋନା କୁ ନେଇ ହାତେ କରୁଥିଲା କେଳି ମୋ କଳା କହ୍ନେଇ ଗୋପୀ ଗୋପାଳୁଣୀ ସାଥେ ।। କି କେଳି କରୁଛ କଳା ସାଆନ୍ତ ମୋ ଭୂତାଣୁ ରୁପରେ ଆସି ...
ମୋ ଦେଶ ମାେ ମାଟି କବି:- ଡକ୍ଟର ସନ୍ତୋଷ କୁମାର ରାଉତ ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ ଫକୀର ମୋହନ ମହାବିଦ୍ୟାଳୟ, ବାଲେଶ୍ଵର ମୋ ଦେଶ ମାେ ମାଟି ସ୍ନେହ ମୟୀ ମାଟି ତା ଲାଗି ଆମେ ଜୀବନ ଦେବା ରଖିବା ତାର ନାଁ ଟି। ସୂଜଳା ସୁଫଳା ଶସ୍ୟ ...
ପରିବେଶ ଦିବସରେ ହାତୀ ପାଇଁ ଗପଟିଏ °°°°°°°°°°°°°°°°°°°°°°°°°’°°°°°°°° ଥିଲା ହାତୀଟିଏ। ମାଈ ଟା। ମାନେ ହାତୁଣୀଟିଏ। ତାର ବନ୍ଧ୍ୟା ଦୋଷ ନ ଥିଲା। ତେଣୁ ହେଲା ଗର୍ଭବତୀ। ଜନମ ଆଗରୁ ଛୁଆକୁ ଯତ୍ନ କଲା ଖୁବ। ସୁସ୍ୱାଦୁ ଫଳମୂଳ ଖୋଜିଲା ...
ଭୁଲି ପାରୁ ନାହିଁ ପ୍ରଥମ ଦେଖାରେ କରିଲ ନିଜର ଆଖିରେ ମିଶି ଲା ଆଖି ସେହି ଦିନଠାରୁ ତୁମ ସାଥି ରେ ମାେ ସଂପର୍କ ରହିଲା ଲାଖି। ଭଲ ପାଇବାର ମଧୁ ଚଖାଇଲ କେତେ ଆପଣାର କରି ପ୍ରେମ ବୋଲି ଯିଏ ଅଢେଇ ଅକ୍ଷର ମାେ ମନ ରେ ଦେଲ ଭରି। ତୁମ ସ୍ମୃତି ...
❣️👌❣️ଅନୁରାଗ ❣️👌❣️ ଅତୁଲ୍ୟ ପୀରତି ଆହରଣେ ମତି ଅଭିଯୋଗ ତୋଳି ଅର୍ଘ୍ୟ.... ଅଭିଶାପ ସୁରେ ଆଶୀର୍ବାଦ ନୀରେ ଅହରହ ମାପି ଦୈର୍ଘ୍ୟ.... ...
ଶୃତି ତୁମେ ମୋର ଅତି ନିଜର ତୁମକୁ ଛାଡିଲେ ନାହିଁ କେ ମୋ ନିଜର ll ବାଟ ଭୁଲି ଯାଇ ହାରିଲି ଯେବେ ନିଜର ଭାବି ତୁ କଲୁ ଆପଣାର ll ସବୁ ଅତୀତ ମୋର ଗଲା ପାସୋରି ତୁମରି ବାହୁରେ ଆବଦ୍ଧ ହେଲି ll ସରଳ ଜୀବନ ସରଳ ମନ ହେଇଗଲା ସିଏ ତୁମ ଜୀବନ ...
ଗାଆଁରେ ପଡ଼ିବ ହୁରି ବି. ନିରୁପମା ଆଈମାଆ ମୋତେ ଡାକ ଛାଡ଼ିଲାଣି ଚୁମୁକି ଚୁମୁକି ବୋଲି , ସେତିକିରେ ଥାଉ ଗପସପ ଆଜି ଘରକୁ ମୁଁ ବାହାରିଲି । ସଞ୍ଜ ଆସି ପରା ଘଡ଼ିଏ ହେଲାଣି ଆସିଛି ବାହାନା କରି , ଜାଣିଦେବେ ଯଦି ତମ ଆମ ...
ଗୋଟିଏ ରାଜ୍ୟରେ ‘ଚନ୍ଦ୍ରଦେବ’ ନାମକ ରାଜାଥିଲେ । ତାଙ୍କର ପୁତ୍ର ଉପବନରେ ଦଳେ ମାଙ୍କଡ ରଖିଥିଲେ । ରାଜକୁମାର ପ୍ରତିଦିନ ସେହି ମାଙ୍କଡ ମାନଙ୍କୁ ଖାଇବାକୁ ଦେଇ ପୋଷା ମନାଇ ଥାଆନ୍ତି । ସମୟ ପାଇଲେ ଉପବନରେ ସେମାନଙ୍କ ସହିତ ନାନାଦି ଖେଳ ...