Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଆମେ ଆଦିବାସୀ... ୨୧/୦୫/୨୦ ଆମେ ଆଦିବାସୀ ନୁହଁଉ ପ୍ରବାସୀ ଜଙ୍ଗଲ ରେ ଅଛୁ ରହି ଜଙ୍ଗଲ ଆମର ଭାଇ ହେ ...
ଅଲୋଡ଼ା ଜୀବନ ଜୀବନ ର ରାସ୍ତାରେ ରେ ମୁଁ ମୃତ୍ୟୁ ର ପଥିକ... ଭାଙ୍ଗିଥିବା ବସାର ମୁଁ ନିରୀହ ବିହଙ୍ଗ.... ସପନ ର ରାଇଜ ରୁ ଫେରି ମୁଁ ଆସିଛି.... ତୁମ ଅପେକ୍ଷା ରେ ମୁଁ ଏଇ ଜୀବନ କାଟୁଛି.... ସୁଖ ର ସମୟ ମୋର ଯାଇଛି ସରି.... ନିଜ ...
ତୁମେ ବେଗବତୀ ତୁମେ ସ୍ୱପ୍ନବତୀ ତୁମେ ମଧୁମତୀ ତାଳୁରୁ ତଳିପା ଯାଏଁ ଜହ୍ନର କିରଣ ପରି ତୋଫା ତୋଫା ରାତି । ବଢ଼ିଲା ନଈର ନା ପରି ଟଳମଳ ମନ ତୋର ଛାଇ ଆଲୁଅ ର ଖେଳ ତୋର ମୋର ପ୍ରୀତି । ମେଘ ଅନ୍ଧାର ଭିତରେ ଜୀବନ ମୋ ବନ୍ଦି ସମୟର ଦୋଛକି ...
ଗୋଟିଏ ଜଙ୍ଗଲରେ ‘କରାଳ କେଶର’ ନାମକ ଏକ ସିଂହ ବାସ କରୁଥାଏ । ଏହି ସିଂହ ନିକଟରେ ‘ଧୂସରକ’ ନାମକ ଏକ ଶୃଗାଳ ସେବକ ଭାବେ କାର୍ଯ୍ୟ କରୁଥାଏ । ଦିନେ କରାଳ କେଶରର ଏକ ହାତୀ ସହିତ ଭୀଷଣ ଲଢେଇ ହେଲା । ଏହି ଲଢେଇରେ ସିଂହଟି ଭୀଷଣ ଭାବରେ ...
ଦିନକର କଥା । ସମ୍ରାଟ୍ ଆକବରଙ୍କ ରାଜସଭା ଚାଲିଥାଏ । କିନ୍ତୁ ସବୁଦିନ ପରି ସେଦିନ ରାଜସଭାରେ ବିରବଲ ଉପସ୍ଥିତ ନ ଥିଲେ । କୌଣସିଠାରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପଡିବାରୁ ସେ ଚାଲିଯାଇଥିଲେ । ବିରବଲ ଯେଉଁ ଦିନ ସଭାରେ ଅନୁପସ୍ଥିତ ରୁହନ୍ତି, ...
ବିଶ୍ୱାସ ର ଚାବି ନେନ୍ଥା ସତେକି ଯାଇଛି ହଜି ________________________________ ବିଶ୍ୱାସ ର ଚାବି ନେନ୍ଥା ସତେକି ହଜିଛି ଆଜି ଖୋଲା ଅଛି ମାେ ମନ ସିନ୍ଦୁକ କିଏ ସେ ଚୋରାଇ ନେଲା ମାେ ସପନ ପ୍ରେମ ହାର ...
ନା ତୁମକୁ ଭୁଲି ପାରୁଛି ନା ଭୁଲିବା ପାଇଁ ଚାହୁଁଚି ତୁମେ ରହିଛ ମୋ ହୃଦୟରେ ମୋ ଭଲପାଇବାରେ ଜାଣେ ତୁମେ ମୋତେ ବି ଭଲ ପାଅ କିନ୍ତୁ ଅଭିନୟ କର କି ତୁମେ ମୋତେ ଜାଣନା ଯେତେବେଳେ ତୁମେ ମୋତେ ମନେ ପକାଅ ମୋ ମନର ଭାବନା ଦ୍ବି ଗୁଣିତହୁଏ ତୁମ ...
ମୁଁ ସେତେବେଳେ ବହୁତ୍ ଛୋଟ ହେଇଥାଏ। ସ୍କୁଲ ରେ ପଢୁଥାଏ, ପଞ୍ଚମ ଶ୍ରେଣୀ ରେ। ସେଦିନ ଛୁଟି ଥିଲା। ମୁଁ ମୋର ଦିଦି ସହ ଖେଳୁଥାଏ ଅଗଣା ରେ। ସମୟ ବୋଧେ ସେଇ ସକାଳ 9 ଟା କି 10 ଟା ହବ, ସେକଥା ମନେ ନାହିଁ। ସେଇ ସମୟରେ ବାବା ଙ୍କର ଜଣେ ପିଲା ...
ହେ ଗଜ ଉଦ୍ଧାରଣ ନାରାୟଣ ---- --------------------------------- ହେ ଗଜ ଉଦ୍ଧାରଣ ହେ ନାରାୟଣ ଆଜି ମୁ ପ୍ରାର୍ଥନା କରେ ଆକୁର ଚିତ୍ତରେ , ଦିନେ ପ୍ରଭୁ କୁମ୍ଭୀର ଧରିଲା ଗଜେନ୍ଦ୍ରଙ୍କୁ ଗଭୀର ଜଳରେ , ଭାବକୁ ନିକଟ ଅଭାବକୁ ଦୂର ହୋଇ ...
ତୁମେ ସ୍ୱୟଂ ଭଗବାନ ବି. ନିରୁପମା ତୁମରି ଭାବରେ ବୁଡ଼ି ରହୁଛି ମୁଁ ଦିବା ନିଶି ଅହରହ , ତଥାପି କାହିଁକି ଭେଟ ପାଉନାହିଁ ମୁହଁ ଖୋଲି ଥରେ କୁହ !! ଭକତିରେ ମୋର ଊଣା ହେଉଛି କି କଲି ଆଉ କିବା ଦୋଷ , ସେଥିପାଇଁ ଅବା ଅପ୍ରସନ୍ନ ...
ହେ ବରେଣ୍ୟ ସ୍ରଷ୍ଟା... ଧନ୍ୟ ଧନ୍ୟ ସାହିତ୍ୟ ସାଧକ ଆମ ସମାଜେ କେହି ନୁହଁନ୍ତି ତୁମ ସମ I ବାଣୀ ଭଣ୍ଡାରକୁ ସୁସମୃଦ୍ଧ କରି ସବୁରି ମନେ ଆନନ୍ଦ ଦିଅ ଭରି l ...
ଯାଜ୍ଞସେନୀଙ୍କ କ୍ଲେଶ =================================== ପାଣ୍ଡବ ମାନଙ୍କର ଅଜ୍ଞାତବାସ ଶେଷ ହେବା ପରେ ଅଭିମନ୍ୟୁ ସହିତ ବିରାଟ ରାଜକନ୍ୟା ଉତ୍ତରାର ବିବାହ ସମ୍ପନ୍ନ ହେଲା। ବିରାଟ ରାଜ୍ୟର ଉପପ୍ଳାବ୍ୟ ନଗରୀରେ ପାଣ୍ଡବ ଏବଂ ସେମାନଙ୍କ ...
ଗୋଟିଏ ଜଂଗଲରେଏକ ଘର ଚଟିଆ ଦମ୍ପତି ବାସ କରୁଥିଲେ । ସେମାନେ ଏକ ବୃକ୍ଷରେ ବସା ବାନ୍ଧି ଖୁସିରେ ଦିନ କାଟୁଥାଆନ୍ତି । କିଛି ଦିନ ପରେ ମା’ ଘରଚଟିଆଟି ସେହି ବସାରେ ଅଣ୍ଡା ଦେଲା । ଦିନେ ଏକ ଦୁଷ୍ଟ ହାତୀ ସେହି ବୃକ୍ଷ ନିକଟରେ ଆସି ପହଁଚିଲା । ...
ସକାଳୁ ଜେଜେ ବହୁତ ବ୍ୟସ୍ତ ବିବ୍ରତ |ମୋତେ ଡାକ ପକେଇଲେ ମୁଁ ଆଉ ମୋ ବୋଉ ଦୌଡ଼ି ଗଲୁ ଯାଇ ଦେଖେ ତ ମୋ ଜେଜେ ଙ୍କ ପାଟି ରୁ ରକ୍ତ ବାହାରୁଛି. ଆମ ଜେଜେ ଟିକେ ଡରୁଆ ମାନେ ଧର୍ଯ୍ୟ ଜମା ନାହିଁ. ତେଣୁ ମୁଁ କହିଲି ଏ ସବୁ ରକ୍ତ ନୁହେ ମ ପାନ ...