Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଏମିତି ଦିନ ସେ ଯେ ଅଭୁଲା ଚିହ୍ନ କବି:- ଡକ୍ଟର ସନ୍ତୋଷ କୁମାର ରାଉତ ଏମିତି ଦିନ ସେଯେ ଅଭୁଲା ଚିହ୍ନ ଆଜି ହୃଦୟ ର ଶୂନ୍ୟତା ର ଚଉଁରା ମୂଳେ ତୁମ ସ୍ମୃତି ର ସଂଜବତି ଜଳେ ଯେତେ ଚାହିଁଲେ ସେଦିନ ଯେମିତି ତୁମେ ସୁନ୍ଦର ଲାଗେ ସେତେ ସେମିତି। ...
ଆଜି ପୁଣି , ମନେ ପଡ଼ିଯାଏ ମୋର ସେହି ପିଲା ଦିନ ଗାଁ ତୋଟା ,ପୋଖରୀ ଆଉ ସେ ଚଗଲା ପବନ ସବୁଜ ଶୀତଳ ଅରଣ୍ୟ ପୁଣି କୋଇଲିର କୁୁହୁ ତାନ ହାଏ, ସତେ କି ପାଇବି ଫେରି ପୁଣି ସେହି ଅଭୁଲା ଜୀବନ ଖୋ ଖୋ ଓ କବାଡି ଶବ୍ଦ ରେ କଂପୁଥିବା ଗାଁ ଦାଣ୍ଡ ...
ଜାଣିଛି ମରଣ ଧ୍ରୁବ ଜିବିତଙ୍କ ପାଇଁ ତଥାପି ବଞ୍ଚିବା ଲାଗି କରୁଛି ସଂଗ୍ରାମ। କାଳ ଗର୍ଭେ ଏ ଶରୀର ଯିବ ଦିନେ ହଜି ତେବେ ବି କରୁଛ ତାର ଚର୍ଚ୍ଚା ଅବିରାମ ।। କାମନା ହିଁ ମାନବର ଦୁଃଖର କାରଣ ଅବାଞ୍ଛିତ ବାଞ୍ଛା କିନ୍ତୁ ବଢେ ଦିନୁ ଦିନ । ...
ଚାଲିଯିବା ପାଇଁ ଇଛା ଯେବେ ଥିଲା କାହିଁକି ପାଇଲ ଭଲ ତୁମ ପାଇଁ ମୁଁ ଯେ ଦେବଦାସ ହେଲି ଧରି ଏ ମଦ ବୋତଲ । ମଦ ମୋର ପ୍ରେମ ମଦ ମୋ ଜୀବନ ମଦ ମୋ ହୃଦୟ ସାଥି ତୁମ ପାଇଁ ମୁଁ ଯେ ନିଆଁରେ ଜଲୁଚି ଭାବି ଭାବି ଦିନ ରାତି । ଜୀବନ ଠୁ ବେଶି ପାଇଥିଲି ...
ହାତଧରି ସାଥି ହେଇ ଚାଲୁଚି ଯେ ଚାଲୁଥିବି.. ଆଉ କିଛି ଭାବିନି ମୁଁ କେବେ.. ଅନାବନା ଭାବୁଥିବା ଖିଆଲି ମନକୁ ମୋ', ଅର୍ଦ୍ଧ-ଉର୍ଦ୍ଧ୍ୱ ରାଜନୀତି ରେ ତଉଲିବନି କେବେ.. ମୁଁ ଜମ୍ମା ସେଈସବୁ ପାରିବିନି ତେବେ.. ହାତଧରି ସାଥି ହେଇ ଚାଲୁଚି ...
ଗୋବିନ୍ଦ ଚନ୍ଦ୍ର ମହାରଣା ବେଳକୁ ବେଳ ଖରା ହେଉଛି ପ୍ରବଳ ଶୁଖାଇ ଦେଲାଣି କୂପ , ନଈ , ନାଳ , ମିଳୁନାହିଁ ଟୋପେ ଜଳ ପାନୀୟ ଜଳର ସଙ୍କଟ ପଡିଛି ବିକଳ ପ୍ରାଣୀ ସକଳ । ଟାଇଁ ଟାଇଁ ଖରା ଆସୁଅଛି ମାଡି , ହାତ ଗୋଡ଼ ମୁହଁ ଯାଉଅଛି ପୋଡ଼ି , ତାତିକୁ ...
ଦେଖିଥିଲି ପ୍ରୀୟାକୁ ଦିନେ ଶୀତୁଆ ରାତ୍ରିର ଧୂଆଁ ଧୂଆଁ ସ୍ୱପ୍ନ ଭିତରେ, ଦେଖିଥିଲି ପ୍ରୀୟାକୁ ଦିନେ ସାଧବ ବୋହୁଟେ ପରି ତୁଳସୀ ଚଉଁରା ପାଖରେ, ତାଙ୍କ ହଂସୀନୀ ଚାହାଣୀ ନିଃଶବ୍ଦ ରାତ୍ରିରେ ହୃଦୟକୁ କଲା ଗୁଣୀ.....। ମୋ ପ୍ରୀୟାର ...
ଡ. ବିଜୟ କେତନ ପଡଟ୍ଟନାୟକ କେବେ କାଳେ ମୁଁ ରାଜା ଥିଲି ନାଁ ମୋର ଗଜରାଜ । ସାଙ୍ଗରେ ମୋ ପାଟରାଣୀ, ଏକ ବା ଏକାଧିକ ପୁତ୍ର, କନ୍ୟା, ପରିବାର ବଣ, ଜଙ୍ଗଲରାଇଜ ମୋହର । ଏବେ ଉଜୁଡ଼ି ଗଲାଣି ଜଙ୍ଗଲ ମୋ ରାଇଜ, ପରି ସଂସ୍ଥାଶ୍ରୀହୀନ ବାଉଁଶ ନାହିଁ ...
ଆଉ କି ଦେଖିବ ସେଇ ଚନ୍ଦ୍ର ମୁଖ ସଖି ମୋ ବେନି ନୟନ ଦିବାଲୋକ ପରେ ଅନ୍ଧାର ଘେରେ ସୁନ୍ଦର ବସୁଧା ଜାଣ ସତେ ଫେରିବେନି ବ୍ରଜ ଶିରୋମଣି କୋଟି ନିଧି ହଜାଇଲି ମୁଁ କେଡ଼େ ଭୁଲଟିଏ କଲି ଜୀବନଠୁଁ ବଳି ଭଲ ପାଇଥିଲି ତାଙ୍କ ବିନା ସବୁ ଅନ୍ଧାର ...
ଏଇ ଦୁନିଆରେ ଅନ୍ୟାୟ ଆଉ ଅତ୍ୟାଚାର୍ ବଢିବାରେ ଲାଗିଚି.....କହ କାହା ପାଇଁ ? ଏଈ ଲୋକ ମାନେ ତୋର ସେଇ ଶ୍ରୀମନ୍ଦିର କୁ ଯିବେ ......ଆଉ କଣ ପାଇଁ ? କାଳିଆରେ...ତୋ ଚକା ଆଖିରେ ସବୁ ପାପ ଦେଖି ପୁଣି.....ସୋଇଯାଉ କାହିଁ ?? ଜାଣୁ ତୋ ...
[ ରଗଡା ଶଗଡ଼ ] ମଫସଲି ଆଭିଜାତ୍ୟର ଟେକ ଆଉ ଦୋ-ଫସଲୀ ଧାନ ର ବୋଝକୁ ବୋହି ମୁଣ୍ଡ ଟେକି ରାସ୍ତା ଚାଲିବାକୁ ଯାଇ ପଥୁରିଆ ବାଟ ଚକ ରଗଡ଼ାରୁ ଶୁଖିଲା ଅଖ ଟା ତେଲ ଖୋଜିବାରୁ ବିକଳ ଶଗଡ଼ ଦରଦେ ଭାବେ ରଡି ଛାଡ଼ି ଦେଇ ...
ଜୀବନ ଯାହାର ପରର ଆଖିରୁ ଝରାଏ ଦି ଟୋପା ଲୁହ, ନର ନୁହେଁ ସିଏ ଅଟେ ନରାଧମ ଏ କଥା ଟି ଜାଣିଥାଅ କଥା ଦେଇ ସିଏ କଥା ରଖେ ନାହି’ ବୁଝେନାହିଁ କାହା ମନ ମଣିଷ ନୁହେଁ ଅଟେ ସେ ଅଧମ’ ପାଏନାହି ସନମାନ, ମୁହଁ ଦେଖି ଯିଏ ପାରେନାହି ଜାଣି, ଅନ୍ତରର ...
ବାବାଜୀ ଚରଣ ଜେନା -ଏକ- ଅସୁମାରୀ ଆଶା ମୋର ଅସରନ୍ତି ଚଲାପଥ ଚାଲିବାକୁ ହେବ ପୁଣି କିଏ ଜାଣେ କେତେ ପଥ ॥ ଜୀବନ ଜଞ୍ଜାଳ ଭରା ସ୍ଵପ୍ନ ଦେଖେ କେତେ କାହିଁ ସେଇ ସ୍ଵପ ଅଧା ଥାଇ ରାତି ପୁଣି ଯାଏ ପାହି ॥ ଲେଖୁ ଲେଖୁ କାଗଜରେ ଅଧା ରହିଯାଏ ଗୀତ ...
ଶୃତି ତୁମେ ମୋର ଅତି ନିଜର ତୁମକୁ ଛାଡିଲେ ନାହିଁ କେ ମୋ ନିଜର ll ବାଟ ଭୁଲି ଯାଇ ହାରିଲି ଯେବେ ନିଜର ଭାବି ତୁ କଲୁ ଆପଣାର ll ସବୁ ଅତୀତ ମୋର ଗଲା ପାସୋରି ତୁମରି ବାହୁରେ ଆବଦ୍ଧ ହେଲି ll ସରଳ ଜୀବନ ସରଳ ମନ ହେଇଗଲା ସିଏ ତୁମ ଜୀବନ ...
ମୁଁ କାଗଜ ଡଙ୍ଗାଟେ ଭସେଇଲାବେଳେ ତୁ ଲୁହ ଟୋପେ ଦେଲୁ, ଟୋପେ ଲୁହରେ ଜୀବନ ଭାସିଯିବ ଲୋ କାଗଜ ଡଙ୍ଗା ନୁହେଁ, ଦର ଆଉଜା କବାଟ ଫ୍ଯାନକରେ ମୁଁ ସେମିତି ଠିଆହୋଇଥିଲି ଖରା , ବର୍ଷା, ଶୀତରେ ତୁ ନାଡାକିବା ଯାଏଁ, ତୋ ଓଢଣା ତଳେ ଦେଖୁଥିବୀ ...